ମବ୍ ଲିଞ୍ଚିଙ୍ଗ, ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ: ପିଲା ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକ ମବ୍ ଲିଞ୍ଚିଙ୍ଗର ଶିକାର ହୋଇଛି। ଏହାପରେ ଉତ୍ତର ପ୍ରଦେଶ ପୁଲିସ ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ମଙ୍ଗଳବାର ଆଗ୍ରାରେ ଏହି ମବ୍ ଲିଞ୍ଚିଙ୍ଗ ହୋଇଥିଲା। କିନ୍ତୁ ଗତ ବୁଧବାର ମବ୍ ଲିଞ୍ଚିଙ୍ଗର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ଆଗ୍ରା ପୁଲିସ୍ ଏହି ମାମଲା ରୁଜୁ କରିଛି। ଆଗ୍ରା ସର୍କଲ ପୁଲିସ ଅଫିସର ବିକାଶ ଜୟସୱାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୨୦୦ ଜଣ […]

MOB LYNCING(1)

MOB LYNCING(1)

Subhransu Sekhar
  • Published: Friday, 09 August 2019
  • Updated: 09 August 2019, 12:13 PM IST

Sports

Latest News

ଲକ୍ଷ୍ନୌ: ପିଲା ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକ ମବ୍ ଲିଞ୍ଚିଙ୍ଗର ଶିକାର ହୋଇଛି। ଏହାପରେ ଉତ୍ତର ପ୍ରଦେଶ ପୁଲିସ ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ମଙ୍ଗଳବାର ଆଗ୍ରାରେ ଏହି ମବ୍ ଲିଞ୍ଚିଙ୍ଗ ହୋଇଥିଲା। କିନ୍ତୁ ଗତ ବୁଧବାର ମବ୍ ଲିଞ୍ଚିଙ୍ଗର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ଆଗ୍ରା ପୁଲିସ୍ ଏହି ମାମଲା ରୁଜୁ କରିଛି।

ଆଗ୍ରା ସର୍କଲ ପୁଲିସ ଅଫିସର ବିକାଶ ଜୟସୱାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୨୦୦ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି। ପୁଲିସ ଭିଡିଓ ଫୁଟେଜ ଜରିଆରେ ମାରପିଟ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରୁଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story