କେନ୍ଦ୍ରମନ୍ତ୍ରୀଙ୍କ ପାଖରୁ ପୁରସ୍କାର ନେଲେନି କୃଷି ବୈଜ୍ଞାନିକ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଦେଶର ଚାଷୀ। ଏହାରି ଭିତରେ ଅନେକ କ୍ରୀଡାବିତ୍, ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମ୍ମାନକୁ ଫେରାଇ ଦେଉଛନ୍ତି। ନିକଟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଫେରାଇଥିଲେ। ଏବେ ପଞ୍ଜାବର କୃଷି ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ବୈଜ୍ଞାନିକ ବରିନ୍ଦର ପାଲ ସିଂଙ୍କ ନାମ ଏଥିରେ ସାମିଲ୍ ହୋଇଛି। ଦେଶର ଜଣାଶୁଣା କୃଷି ବୈଜ୍ଞାନିକମାନଙ୍କ ମଧ୍ୟରେ ବରିନ୍ଦର ପାଲ ସିଂ ଅନ୍ୟତମ। କମ୍ ୟୁରିଆ […]

scientist-award

scientist-award

Subhransu Sekhar
  • Published: Wednesday, 09 December 2020
  • Updated: 09 December 2020, 11:13 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଦେଶର ଚାଷୀ। ଏହାରି ଭିତରେ ଅନେକ କ୍ରୀଡାବିତ୍, ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମ୍ମାନକୁ ଫେରାଇ ଦେଉଛନ୍ତି। ନିକଟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଫେରାଇଥିଲେ। ଏବେ ପଞ୍ଜାବର କୃଷି ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ବୈଜ୍ଞାନିକ ବରିନ୍ଦର ପାଲ ସିଂଙ୍କ ନାମ ଏଥିରେ ସାମିଲ୍ ହୋଇଛି।

ଦେଶର ଜଣାଶୁଣା କୃଷି ବୈଜ୍ଞାନିକମାନଙ୍କ ମଧ୍ୟରେ ବରିନ୍ଦର ପାଲ ସିଂ ଅନ୍ୟତମ। କମ୍ ୟୁରିଆ ମିଶାଇ ଭଲ ଫସଲ ଉତ୍ପାଦନ କରିବାର ଜ୍ଞାନ କୌଣଳ ବରିନ୍ଦର କୃଷି ଜଗତକୁ ଦେଇଛନ୍ତି। ଏହି ଟେକ୍ନୋଲୋଜି ଯୋଗୁଁ ପଞ୍ଜାବ ଗୋଟିଏ ବର୍ଷରେ ୭୫୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଫର୍ଟିଲାଇଜର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନିତ କରିବାର ଥିଲା।

ଏଥିପାଇଁ ସୋମବାର ଦିଲ୍ଲୀରେ ଏକ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହି ସମୟରେ ବରିନ୍ଦର ପାଲ ସିଂ କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡାଙ୍କଠାରୁ ପୁରସ୍କାର ନେବାକୁ ମନା କରି ଦେଇଛନ୍ତି।

ମଞ୍ଚରେ ପହଞ୍ଚିବା ପରେ ସେ କହିଛନ୍ତି ଯେ ଏହି ପୁରସ୍କାର ପାଇଁ ସେ ସରକାରଙ୍କୁ ଧନ୍ୟବାଦ ଦେଉଛନ୍ତି। ଭବିଷ୍ୟତରେ, ସେ ଏହିପରି କାର୍ଯ୍ୟ ଜାରି ରଖିବେ। କିନ୍ତୁ ବର୍ତ୍ତମାନ ପଞ୍ଜାବର ଚାଷୀ ରାସ୍ତାରେ ଅଛନ୍ତି, ତେଣୁ ସେ ସେହି ଚାଷୀଙ୍କ ସମର୍ଥନରେ ଏହି ପୁରସ୍କାର ଗ୍ରହଣ କରିବେ ନାହିଁ। ପୁରସ୍କାର ପାଇବାକୁ ମନା କରିବାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

https://youtu.be/CwdJhMS5XuI?t=70

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story