ବାୟୁ ସେନାର ମଙ୍ଗ ଧରିବେ ଏୟାର୍ ମାର୍ଶାଲ ଭି.ଆର. ଚୌଧୁରୀ

ନୂଆଦିଲ୍ଲୀ: ବାୟୁ ସେନାର ମଙ୍ଗ ଧରିବେ ଏୟାର୍ ମାର୍ଶାଲ ଭି.ଆର. ଚୌଧୁରୀ। ଅର୍ଥାତ  ବାୟୁ ସେନାର ପରବର୍ତ୍ତୀ ମୁଖ୍ୟ ହେବେ ସେ । ତାଙ୍କ ନିଯୁକ୍ତି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ସେ ବାୟୁ ସେନାରେ ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ଦେଶର ବାୟୁସେନା ମୁଖ୍ୟ ଥିବା ଆରକେଏସ୍‌ ଭଦୌରିଆ ଆସନ୍ତା ସେପ୍ଟେମ୍ବର ୩୦ରୁ ଅବସର ନେବେ।  ପ୍ରତିରକ୍ଷାମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବରେ ଭି.ଆର. ଚୌଧୁରୀ […]

4rt

4rt

Tapas Behera
  • Published: Tuesday, 21 September 2021
  • Updated: 21 September 2021, 08:54 PM IST

Sports

Latest News

ନୂଆଦିଲ୍ଲୀ: ବାୟୁ ସେନାର ମଙ୍ଗ ଧରିବେ ଏୟାର୍ ମାର୍ଶାଲ ଭି.ଆର. ଚୌଧୁରୀ। ଅର୍ଥାତ  ବାୟୁ ସେନାର ପରବର୍ତ୍ତୀ ମୁଖ୍ୟ ହେବେ ସେ । ତାଙ୍କ ନିଯୁକ୍ତି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ସେ ବାୟୁ ସେନାରେ ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ଦେଶର ବାୟୁସେନା ମୁଖ୍ୟ ଥିବା ଆରକେଏସ୍‌ ଭଦୌରିଆ ଆସନ୍ତା ସେପ୍ଟେମ୍ବର ୩୦ରୁ ଅବସର ନେବେ।  ପ୍ରତିରକ୍ଷାମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବରେ ଭି.ଆର. ଚୌଧୁରୀ ନାମ ରହିଛି।  ୧୯୮୨ ଡିସେମ୍ବର ୨୯ରେ ବାୟୁସେନାର ଯୁଦ୍ଧବିମାନରେ ଏୟାର ମାର୍ଶାଲ  ଭି.ଆର. ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବିଭିନ୍ନ ପ୍ରକାର ଯୁଦ୍ଧ ବିମାନ ଏବଂ ଟ୍ରେନର ଏୟାର କ୍ରାଫ୍ଟ ଉଡ଼ାଇବାରେ ତାଙ୍କର ବେଶ ଅଭିଜ୍ଞତା ରହିଛି। ଘଣ୍ଟାକୁ ୩,୮୦୦ କିମି ବେଗରେ ଯୁଦ୍ଧ ବିମାନ ଉଡ଼ାଇବାରେ ଚୌଧୁରୀଙ୍କ ରେକର୍ଡ଼ ରହିଛି।  ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଏବଂ ଡିଫେନ୍ସ ସର୍ଭିସ ଷ୍ଟାଫ୍‌ କଲେଜ  ୱେଲିଙ୍ଗଟନ୍‌ର ସେ ହେଉଛନ୍ତି ପୁରାତନ ଛାତ୍ର।  ସେହିପରି ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ପକ୍ଷରୁ  ଏୟାର ଅଫିସର ଭାବେ ଦାୟିତ୍ୱ ତୁଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story