Jio ଫୋନ୍‌କୁ ଟକ୍କର ଦେବାକୁ ଆସୁଛି ଏୟାରଟେଲ୍‌ 4G ସ୍ମାର୍ଟଫୋନ୍‌: ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ବଜାର ପ୍ରବେଶ ପରେ ଟେଲିକମ୍‌ ବଜାରରେ ଯେମିତି ନିଆଁ ଲାଗି ଯାଇଥିଲା। ଏହାକୁ ଆଗକୁ ବଢ଼ାଇଛି ଜିଓଫୋନ୍‌। ନୂଆ ଅଫର ସହ ଫୋନ୍‌ ଛାଡି ସବୁ ଟେଲିକମ୍‌ କମ୍ପାନୀଙ୍କ ମୁଣ୍ଡବିନ୍ଧା ସୃଷ୍ଟି କରିଛି ଜିଓ। ସବୁଠାରୁ ବେଶି କ୍ଷତି ସହୁଛି ଏୟାରଟେଲ୍‌। ଜିଓକୁ ଟକ୍କର ଦେବାକୁ କମ୍ପାନୀ ଏକାଧିକ ପ୍ଲାନ ବାହାର କରିଛି। ଏବେ ପୁଣି ଥରେ ଭାରତୀୟ ବଜାରରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ଏହି ଦୁଇ କମ୍ପାନୀ। କାରଣ ଜିଓଫୋନ୍‌କୁ ଟକ୍କର […]

Airtel

Airtel

Rakesh Mallick
  • Published: Friday, 29 September 2017
  • Updated: 05 October 2017, 02:56 AM IST

Sports

Latest News

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ବଜାର ପ୍ରବେଶ ପରେ ଟେଲିକମ୍‌ ବଜାରରେ ଯେମିତି ନିଆଁ ଲାଗି ଯାଇଥିଲା। ଏହାକୁ ଆଗକୁ ବଢ଼ାଇଛି ଜିଓଫୋନ୍‌। ନୂଆ ଅଫର ସହ ଫୋନ୍‌ ଛାଡି ସବୁ ଟେଲିକମ୍‌ କମ୍ପାନୀଙ୍କ ମୁଣ୍ଡବିନ୍ଧା ସୃଷ୍ଟି କରିଛି ଜିଓ। ସବୁଠାରୁ ବେଶି କ୍ଷତି ସହୁଛି ଏୟାରଟେଲ୍‌। ଜିଓକୁ ଟକ୍କର ଦେବାକୁ କମ୍ପାନୀ ଏକାଧିକ ପ୍ଲାନ ବାହାର କରିଛି। ଏବେ ପୁଣି ଥରେ ଭାରତୀୟ ବଜାରରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ଏହି ଦୁଇ କମ୍ପାନୀ। କାରଣ ଜିଓଫୋନ୍‌କୁ ଟକ୍କର ଦେବାକୁ ଆସୁଛି ଏୟାରଟେଲ୍‌ର 4G ସ୍ମାର୍ଟଫୋନ୍‌। ଆସନ୍ତାମାସ ଏହା ବଜାର ପ୍ରବେଶ କରିବ ବୋଲି ଜଣାପଡିଛି। ଏହାର ମୂଲ୍ୟ ମାତ୍ର ୨୦୦୦ ଟଙ୍କା ରଖାଯାଇଛି।

ଏପରି ଫୋନ୍‌ ଆଣିବାକୁ କିଛି ଦେଶୀ ହ୍ୟାଣ୍ଡସେଟ୍‌ ନିର୍ମାଣ କରୁଥିବା କମ୍ପାନୀଙ୍କ ସହ ଏୟାରଟେଲ୍‌ କର୍ତ୍ତୃପକ୍ଷ କଥାବାର୍ତ୍ତା କରିଛନ୍ତି। ଅକ୍ଟୋବର ପ୍ରଥମ ସପ୍ତାହରେ ଏହାର ବଜାର ପ୍ରବେଶ ହୋଇପାରେ।

ଚୀନ୍‌ର ଏକ ହ୍ୟାଣ୍ଡସେଟ୍‌ ନିର୍ମାତା କମ୍ପାନୀ ସହ ଏୟାରଟେଲ୍‌ ଏପରି ଫୋନ୍ ଆଣିବାକୁ କଥାବାର୍ତ୍ତା କରୁଥିବା ପୂର୍ବରୁ ଖବର ଆସିଥିଲା। ଉକ୍ତ କମ୍ପାନୀ ସହ ମିଶି ଏୟାରଟେଲ୍‌ ୨୫୦୦ ଟଙ୍କାର ଫୋନ୍‌ ବଜାରକୁ ଛାଡିବାକୁ ଯୋଜନା କରିଥିଲା। ହେଲେ ଏଥିରେ ପରିବର୍ତ୍ତନ କରାଯାଇଛି। ଏବେ ଏୟାରଟେଲ୍‌ ୨୦୦୦ ଟଙ୍କାରେ 4G ସ୍ମାର୍ଟଫୋନ୍‌ ବଜାରକୁ ଛାଡିବାକୁ ପ୍ରସ୍ତୁତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story