ଐତିହାସିକ ଭୂ-ସୀମା ଚୁକ୍ତି ସ୍ୱାକ୍ଷରିତ; ତୁଟିଲା ଭାରତ-ବାଂଲାଦେଶ ସୀମା ବିବାଦ

ଢାକା: ଦୀର୍ଘ ୪୧ ବର୍ଷ ଧରି ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ଶନିବାର ଶେଷ ହୋଇଛି। ଦୁଇ ଦେଶ ମଧ୍ୟରେ ଐତିହାସିକ ଭୂ-ସୀମା ଚୁକ୍ତି ସ୍ୱାକ୍ଷରିତ ହେବା ସହିତ ଏହି ବିବାଦର ଅନ୍ତ ଘଟିଛି।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଭାରତ-ବାଂଲାଦେଶ ସୀମାରେ ୫୧୦ ଏକର ପରିମିତ ଜାଗା ଭାରତ ନିୟନ୍ତ୍ରଣକୁ ଆସିଛି। ସେହିପରି ବାଂଲାଦେଶ ନିୟନ୍ତ୍ରଣକୁ […]

modibangla

modibangla

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 04:43 PM IST

Sports

Latest News

ଢାକା: ଦୀର୍ଘ ୪୧ ବର୍ଷ ଧରି ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ଶନିବାର ଶେଷ ହୋଇଛି। ଦୁଇ ଦେଶ ମଧ୍ୟରେ ଐତିହାସିକ ଭୂ-ସୀମା ଚୁକ୍ତି ସ୍ୱାକ୍ଷରିତ ହେବା ସହିତ ଏହି ବିବାଦର ଅନ୍ତ ଘଟିଛି।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଏହି ଚୁକ୍ତି ଅନୁଯାୟୀ, ଭାରତ-ବାଂଲାଦେଶ ସୀମାରେ ୫୧୦ ଏକର ପରିମିତ ଜାଗା ଭାରତ ନିୟନ୍ତ୍ରଣକୁ ଆସିଛି। ସେହିପରି ବାଂଲାଦେଶ ନିୟନ୍ତ୍ରଣକୁ ଯାଇଛି ୧୦,୦୦୦ ଏକର ଜମି। ଆଉ ଏହା ସହିତ ଭାରତର ନକ୍ସା ବି ବଦଳି ଯାଇଛି। ଅର୍ଥାତ ଭାରତର ଏହି ୧୦ ହଜାର ଏକର ଜମିକୁ ଏହାର ମାନଚିତ୍ରରେ ସ୍ଥାନିତ କରିବ ନାହିଁ।

ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହେବା ସହିତ ୧୬୧ଟି ଏନକ୍ଲେଭ୍ ବା ପରସ୍ପର ବିରୋଧୀ ଅଞ୍ଚଳ ଅଦଳବଦଳ ନେଇ ୧୯୭୪ ମସିହାରେ ହୋଇଥିବା ଭାରତ-ବାଂଲାଦେଶ ଏଲବିଏ କାର୍ଯ୍ୟକାରୀ ହେବାର ବାଟ ବି ଖୋଲିଯାଇଛି। ୧୧୧ଟି ଏନକ୍ଲେଭକୁ ଭାରତ ବାଂଲାଦେଶକୁ ଦେବ। ପ୍ରତି ବଦଳରେ ଭାରତ ପାଇବ ୫୧ଟି ଏକକ୍ଲେଭ। ଏହା ସହିତ ଆଜି ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଆହୁରି ୨୧ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଭୂ-ସୀମା ଭଳି ଐତିହାସିକ ଚୁକ୍ତି ସହିତ ଆଜି ଠାରୁ ଉଭୟ ଦେଶ ମଧ୍ୟରେ ବସ୍ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି। ଏହି ବସ୍ ଚଳାଚଳର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶେଖ୍ ହସିନା ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲାକାତାରୁ ଢାକା ଦେଇ ଅଗରତାଲାକୁ ଏବଂ ଢାକାରୁ ସିଂଲ ଦେଇ ଗୌହାଟୀ ପର୍ଯ୍ୟନ୍ତ ଦୁଇଟି ବସ୍ ସେବାର ଶୁଭାରମ୍ଭ ହୋଇଛି।

ଏହା ପୂର୍ବରୁ ଆଜି ସକାଳେ ମୋଦିଙ୍କୁ ବାଂଲାଦେଶର ଢାକା ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଟୋକଲ୍ ଭାଙ୍ଗି ନିଜେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ବିମାନ ବନ୍ଦରରେ ପହଞ୍ଚି ମୋଦିଙ୍କୁ ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story