ଭାବି ଉପ ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କୁ ଜେଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ସଜା କାଟୁଥିବା ଜେଜେପିର ପ୍ରମୁଖ ତଥା ହରିଆଣାର ଭାବି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ଅଜୟ ଚୌଟାଲାଙ୍କୁ ଜେଲରୁ ଛୁଟି ମିଳିଛି। ଆଜି ଅପରାହ୍ନ ନହେଲେ ଆସନ୍ତାକାଲି ସନ୍ଧ୍ୟାରେ ସେ ତିହାର ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି। ଦୁଇ ସପ୍ତାହ ପାଇଁ ଦୁଷ୍ୟନ୍ତଙ୍କୁ ତିହାର ଜେଲ କତ୍ତୃପକ୍ଷ ଛୁଟି ଦେଇଛନ୍ତି। ଗତକାଲି ହରିଆଣାରେ ବିଜେପିକୁ ସରକାର ଗଢ଼ିବା ପାଇଁ ସମର୍ଥନ ଦେଇଥିଲେ ଜନନାୟକ ଜନତା ପାର୍ଟିର ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା। ମନୋହର ସରକାରରେ […]

dushyantmeet FATHER

dushyantmeet FATHER

Subhransu Sekhar
  • Published: Saturday, 26 October 2019
  • Updated: 27 October 2019, 09:48 AM IST

Sports

Latest News

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ସଜା କାଟୁଥିବା ଜେଜେପିର ପ୍ରମୁଖ ତଥା ହରିଆଣାର ଭାବି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ଅଜୟ ଚୌଟାଲାଙ୍କୁ ଜେଲରୁ ଛୁଟି ମିଳିଛି। ଆଜି ଅପରାହ୍ନ ନହେଲେ ଆସନ୍ତାକାଲି ସନ୍ଧ୍ୟାରେ ସେ ତିହାର ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି। ଦୁଇ ସପ୍ତାହ ପାଇଁ ଦୁଷ୍ୟନ୍ତଙ୍କୁ ତିହାର ଜେଲ କତ୍ତୃପକ୍ଷ ଛୁଟି ଦେଇଛନ୍ତି।

ଗତକାଲି ହରିଆଣାରେ ବିଜେପିକୁ ସରକାର ଗଢ଼ିବା ପାଇଁ ସମର୍ଥନ ଦେଇଥିଲେ ଜନନାୟକ ଜନତା ପାର୍ଟିର ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା। ମନୋହର ସରକାରରେ ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ଘୋଷଣା କରିଛି।

ହରିଆଣାରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଜୟ ଜେଲରେ ସଜା କାଟୁଛନ୍ତି। ଇଣ୍ଡିଆନ ନ୍ୟାଶନାଲ ଲୋକଦଳ (ଆଇଏନଏଲଡି)ର ଅଧ୍ୟକ୍ଷ ଓମ୍ ପ୍ରକାଶ ଚୌଟାଲା ଏବଂ ପୁଅ ଅଜୟ ଚୌଟାଲାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ୧୦-୧୦ ବର୍ଷ ଜେଲ୍ ସଜା ଶୁଣାଇଥିଲେ। ଏହି ଘୋଟାଲାରେ ୫୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story