କାରାଭାନ ମ୍ୟାଗାଜିନ୍‌ ବିରୋଧରେ କୋର୍ଟ ଗଲେ ଅଜିତ ଡୋଭାଲଙ୍କ ପୁଅ

ନୂଆଦିଲ୍ଲୀ: ନ୍ୟୁଜି ମ୍ୟାଗାଜିନ୍‌ କାରାଭନ୍‌ ଜାତୀୟ ସୁରକ୍ଷାପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କ ନାଁରେ ଆପତ୍ତିଜନକ ଓ ସମ୍ମାନକୁ କ୍ଷୁଣ୍ଣ କରିବା ଭଳି ଖବର ଛାପିଥିବା ଘଟଣା ଏବେ କୋର୍ଟରେ ପହଞ୍ଚିଛି। ବିବେକ ଡୋଭାଲ ମ୍ୟାଗାଜିନ୍‌ ବିରୋଧରେ ଅପରାଧିକ ମାନହାନୀ ମାମଲା କରିଛନ୍ତି। ଏ ଥିସହ ମାମଲାରେ କଂଗ୍ରେସ ନେତା ଜୟରାମ ରମେଶଙ୍କ ଭୂମିକାକୁ ମଧ୍ୟ ବିଚାର କରିବାକୁ କହିଛନ୍ତି। ରମେଶ ଓ କାରାଭାନ୍‌ ମ୍ୟାଗାଜିନ ବ୍ୟତୀତ ବିବେକ ଡୋଭାଲ ଖବରକୁ ଛାପିଥିବା ଲେଖକଙ୍କ ବିରୋଧରେ […]

g

g

Hemant Lenka
  • Published: Monday, 21 January 2019
  • Updated: 21 January 2019, 04:39 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜି ମ୍ୟାଗାଜିନ୍‌ କାରାଭନ୍‌ ଜାତୀୟ ସୁରକ୍ଷାପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କ ନାଁରେ ଆପତ୍ତିଜନକ ଓ ସମ୍ମାନକୁ କ୍ଷୁଣ୍ଣ କରିବା ଭଳି ଖବର ଛାପିଥିବା ଘଟଣା ଏବେ କୋର୍ଟରେ ପହଞ୍ଚିଛି। ବିବେକ ଡୋଭାଲ ମ୍ୟାଗାଜିନ୍‌ ବିରୋଧରେ ଅପରାଧିକ ମାନହାନୀ ମାମଲା କରିଛନ୍ତି। ଏ

ଥିସହ ମାମଲାରେ କଂଗ୍ରେସ ନେତା ଜୟରାମ ରମେଶଙ୍କ ଭୂମିକାକୁ ମଧ୍ୟ ବିଚାର କରିବାକୁ କହିଛନ୍ତି। ରମେଶ ଓ କାରାଭାନ୍‌ ମ୍ୟାଗାଜିନ ବ୍ୟତୀତ ବିବେକ ଡୋଭାଲ ଖବରକୁ ଛାପିଥିବା ଲେଖକଙ୍କ ବିରୋଧରେ ମଧ୍ୟ ସମାନ ମାମଲା କରିଛନ୍ତି। ଆସନ୍ତା ଗୁରୁବାର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ସମର ଭିଶାଲ ଏହାର ଶୁଣାଣି କରିବେ।

ଖବରରେ କୁହାଯାଇଥିଲା ଯେ ବିବେକ ଡୋଭାଲ ହେଡଜ୍ ପାଣ୍ଠି ଚଳାଉଛନ୍ତି ଏବଂ ଏହାର କାର୍ଯ୍ୟକଳାପ ସନ୍ଦେହଜନକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story