‘ଆକାଶ’ ଭାରତୀୟ ସେନାରେ ସାମିଲ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ‘ଆକାଶ’ କ୍ଷେପଣାସ୍ତ୍ରକୁ ମଙ୍ଗଳବାର ଭାରତୀୟ ସେନାରେ ସାମିଲ କରାଯାଇଛି। ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଉପସ୍ଥିତିରେ ଏହି କ୍ଷେପଣାସ୍ତ୍ରକୁ ସେନାରେ ସାମିଲ କରାଯାଇଥିଲା। ଆଗାମୀ ଦୁଇ ବର୍ଷ ମଧ୍ୟରେ ସ୍ଥଳ ସେନା ଦୁଇଟି ‘ଆକାଶ’ ରେଜିମେଣ୍ଟ ପାଇବ ବୋଲି ଆଶା କରାଯାଉଛି। ‘ଆକାଶ’ ହେଉଛି ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର। ଏହାର ଓଜନ ୭୨୦ କିଲୋଗ୍ରାମ ହୋଇଥିବା ବେଳେ ଦୈର୍ଘ୍ୟ […]

akash

akash

Rakesh Mallick
  • Published: Tuesday, 05 May 2015
  • Updated: 05 May 2015, 08:09 AM IST

Sports

Latest News

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ‘ଆକାଶ’ କ୍ଷେପଣାସ୍ତ୍ରକୁ ମଙ୍ଗଳବାର ଭାରତୀୟ ସେନାରେ ସାମିଲ କରାଯାଇଛି। ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଉପସ୍ଥିତିରେ ଏହି କ୍ଷେପଣାସ୍ତ୍ରକୁ ସେନାରେ ସାମିଲ କରାଯାଇଥିଲା। ଆଗାମୀ ଦୁଇ ବର୍ଷ ମଧ୍ୟରେ ସ୍ଥଳ ସେନା ଦୁଇଟି ‘ଆକାଶ’ ରେଜିମେଣ୍ଟ ପାଇବ ବୋଲି ଆଶା କରାଯାଉଛି।

‘ଆକାଶ’ ହେଉଛି ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର। ଏହାର ଓଜନ ୭୨୦ କିଲୋଗ୍ରାମ ହୋଇଥିବା ବେଳେ ଦୈର୍ଘ୍ୟ ୨୨୮ ଇଞ୍ଚ। ଏହା ୬୦ କେଜି ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହି କ୍ଷେପଣାସ୍ତ୍ରକୁ ନିର୍ମାଣ କରିଛି ଡିଆରଡିଓ। ରାଡାରରେ ସୂଚନା ମିଳିବା ମାତ୍ରେ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରକୁ ତୁରନ୍ତ ନିକ୍ଷେପ କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story