ସମାଜବାଦୀ ପାର୍ଟିରୁ ଅଖିଳେଶ ଯାଦବ ବହିଷ୍କୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସମାଜବାଦୀ ପାର୍ଟିରୁ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବହିଷ୍କୃତ ହୋଇଛନ୍ତି। ଦଳର ମୁଖିଆ ମୁଲାୟମ ସିଂହ ଯାଦବ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି। ଦଳର ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ ମଧ୍ୟ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି। ମୁଲାୟମ ଓ ତାଙ୍କ ପୁଅ ଅଖିଳେଶଙ୍କ ମଧ୍ୟରେ ଚାଲିଥିବା ବିବାଦ ଶେଷରେ ଉଗ୍ରରୂପ ଧାରଣ କରିଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳ ନିଷ୍ପତ୍ତିକୁ ନମାନି ଆଜି […]

Akhilesh-Yadav -

Akhilesh-Yadav -

Rakesh Mallick
  • Published: Friday, 30 December 2016
  • Updated: 30 December 2016, 10:35 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସମାଜବାଦୀ ପାର୍ଟିରୁ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବହିଷ୍କୃତ ହୋଇଛନ୍ତି। ଦଳର ମୁଖିଆ ମୁଲାୟମ ସିଂହ ଯାଦବ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି। ଦଳର ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ ମଧ୍ୟ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି।

ମୁଲାୟମ ଓ ତାଙ୍କ ପୁଅ ଅଖିଳେଶଙ୍କ ମଧ୍ୟରେ ଚାଲିଥିବା ବିବାଦ ଶେଷରେ ଉଗ୍ରରୂପ ଧାରଣ କରିଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳ ନିଷ୍ପତ୍ତିକୁ ନମାନି ଆଜି ୨୩୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲେ ଅଖିଳେଶ। ମୁଲାୟମ ଏହାକୁ ଜୋରଦାର ବିରୋଧ କରିବା ସହ ଅଖିଳେଶ ଓ ରାମଗୋପାଳଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

ମୁଲାୟମଙ୍କ ଭାଇ ଶିବପାଲ ଯାଦବଙ୍କ ସହ ଅଖିଳେଶଙ୍କ ମତଭେଦକୁ ନେଇ କିଛି ଦିନ ହେବ ଉତ୍ତରପ୍ରଦେଶ ରାଜନୀତି ସରଗରମ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story