କରୋନା ପାଇଁ କ୍ୟାଣ୍ଟିନ ବନ୍ଦ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏକାଧିକ କଟକଣା ଲଗାଯାଇଛି। ଗତ ସପ୍ତାହରୁ ବିଭିନ୍ନ ମନ୍ତ୍ରଣାଳୟ ଖୋଲିବା ସହ ଏଠାରେ କାର୍ଯ୍ୟକ୍ଷମ ଥିବା କ୍ୟାଣ୍ଟିନ ଗୁଡ଼ିକ ମଧ୍ୟ ଖାଇବା ତିଆରି କରିବା ଆରମ୍ଭ କରିଥିଲେ। ତେବେ ଏହାଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ତୁରନ୍ତ କ୍ୟାଣ୍ଟିନଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ […]

b

b

Hemant Lenka
  • Published: Tuesday, 21 April 2020
  • Updated: 21 April 2020, 08:40 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏକାଧିକ କଟକଣା ଲଗାଯାଇଛି। ଗତ ସପ୍ତାହରୁ ବିଭିନ୍ନ ମନ୍ତ୍ରଣାଳୟ ଖୋଲିବା ସହ ଏଠାରେ କାର୍ଯ୍ୟକ୍ଷମ ଥିବା କ୍ୟାଣ୍ଟିନ ଗୁଡ଼ିକ ମଧ୍ୟ ଖାଇବା ତିଆରି କରିବା ଆରମ୍ଭ କରିଥିଲେ। ତେବେ ଏହାଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ତୁରନ୍ତ କ୍ୟାଣ୍ଟିନଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସମସ୍ତ ମନ୍ତ୍ରଣାଳୟ, ଅଫିସ ଓ ବିଭାଗରେ କାର୍ଯ୍ୟକ୍ଷମ କ୍ୟାଣ୍ଟିନଗୁଡ଼ିକୁ ତୁରନ୍ତ ବନ୍ଦ କରାଯାଉଛି। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏଗୁଡ଼ିକୁ ବନ୍ଦ ରଖିବାକୁ ଏଥିରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story