ସବୁ ଅଙ୍କ ଭୁଲ୍ ହୋଇଗଲା

ନୂଆଦିଲ୍ଲୀ: ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ମେଣ୍ଟ କରିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଳମ୍ୱ କରି ଯେଉଁ ଭୁଲ୍ କରିଥିଲା, ତାକୁ ହରିଆଣାରେ ଦୋହରାଇ ନାହିଁ।  ଆଉ ଏହାର ଶ୍ରେୟ ଏବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଖକୁ ଯାଇଛି। ମୋଦିଙ୍କ ଦ୍ୱିତୀୟ ସରକାରରେ ମନ୍ତ୍ରୀ ହେବା ପରେ ଦଳ ଉପରେ ଅଧିକ ନଜର ଦେଇପାରୁ ନଥିଲେ ଶାହ। ଏଥିପାଇଁ କାର୍ଯ୍ୟକାରୀ ସଭାପତି ଭାବରେ ଜେପି ନଡ୍ଡା ନିଯୁକ୍ତ […]

Hooda_Sonia_Gandhi(1)

Hooda_Sonia_Gandhi(1)

Subhransu Sekhar
  • Published: Saturday, 26 October 2019
  • Updated: 26 October 2019, 03:47 PM IST

Sports

Latest News

ନୂଆଦିଲ୍ଲୀ: ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ମେଣ୍ଟ କରିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଳମ୍ୱ କରି ଯେଉଁ ଭୁଲ୍ କରିଥିଲା, ତାକୁ ହରିଆଣାରେ ଦୋହରାଇ ନାହିଁ।  ଆଉ ଏହାର ଶ୍ରେୟ ଏବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଖକୁ ଯାଇଛି। ମୋଦିଙ୍କ ଦ୍ୱିତୀୟ ସରକାରରେ ମନ୍ତ୍ରୀ ହେବା ପରେ ଦଳ ଉପରେ ଅଧିକ ନଜର ଦେଇପାରୁ ନଥିଲେ ଶାହ। ଏଥିପାଇଁ କାର୍ଯ୍ୟକାରୀ ସଭାପତି ଭାବରେ ଜେପି ନଡ୍ଡା ନିଯୁକ୍ତ ହୋଇଥିଲେ। ହେଲେ ହରିଆଣାରେ ଝୁଲା ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଅମିତ ଶାହ ସବୁ ସରକାରୀ କାମ ବାତିଲ କରି ଦଳ କାମରେ ଲାଗି ପଡ଼ିଥିଲେ। ଆଉ ୨୪ ଘଣ୍ଟା ମଧ୍ୟରେ ହରିଆଣାରେ ବିଜେପି ସରକାର ଗଢ଼ିବାକୁ ଯାଉଛି ବୋଲି ଗତକାଲି ପ୍ରେସ କନଫରେନସ କରି ସ୍ପଷ୍ଟ କରି ଦେଇଥିଲେ।

ଅକ୍ଚୋବର ୨୪ରେ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା, ଯାହାକି ବିଜେପିକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲା। କାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ‘ଅବ୍ କି ବାର୍ ୭୫ ପାର୍’ ଫେଲ୍ ମାରିଥିଲା। ବିଜେପିକୁ ହରିଆଣାବାସୀ ସର୍ବାଧିକ ଜନାଦେଶ ଦେଇଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଦଳକୁ ଆହୁରି ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଥିଲା। ନିର୍ବାଚନ ପୂର୍ବରୁ ନୂଆ କରି ତିଆରି ହୋଇଥିବା ଜନନାୟକ ଜନତା ପାର୍ଟି (ଜେଜେପି) ୧୦ଟି ଆସନରେ ବିଜୟୀ ହୋଇ କିଙ୍ଗ୍‌ ମେକର ଭୂମିକାରେ ରହିଥିଲା। ଆଉ ଏହା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ହରିଆଣାରେ ମେଣ୍ଟ ସରକାର ହେବ।

ହରିଆଣାର ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ସିଟରେ ଜିତିଥିବା ବେଳେ କଂଗ୍ରେସ ୩୧ ଓ ଜେଜେପି ୧୦ ଟି ଆସନ ଜିତିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟାନ୍ୟ ଦଳ ମିଶି ୯ଟି ଆସନ ଜିତିଛନ୍ତି। ପୂର୍ବରୁ ବିଜେପି ସରକାର ଥିଲା। ତେଣୁ ବିଜେପି ସରକାରର ବିଫଳତାକୁ ଅସ୍ତ୍ର କରି କଂଗ୍ରେସ, ଜେଜେପି ଏବଂ ଅନ୍ୟାନ୍ୟ ବିଧାୟକ ଏଠାରେ ନିର୍ବାଚନ ଲଢ଼ିଥିଲେ। ତେଣୁ ନିର୍ବାଚନ ଫଳାଫଳ ବାହାରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡ୍ଡାଙ୍କ ନେତୃତ୍ୱରେ କଂଗ୍ରେସ ଏଠାରେ ମେଣ୍ଟ କରି ସରକାର ଗଢ଼ିବ ବୋଲି ସମସ୍ତେ ଆକଳନ କରୁଥିଲେ। ଏମିତି କଂଗ୍ରେସ ବି ଏନେଇ ଅଙ୍କ କଷା ଆରମ୍ଭ କରି ଦେଇଥିଲ। କେନ୍ଦ୍ର କଂଗ୍ରେସ ନେତା ହୁଡ୍ଡାଙ୍କ ନେତୃତ୍ୱରେ ଦଳର ସଫଳତାକୁ ନେଇ ଗଦଗଦ ହୋଇଯାଇଥିଲେ। ହୁଡ୍ଡାଙ୍କ ଘର ଆଗରେ କଂଗ୍ରେସ କର୍ମୀମାନେ ମଧ୍ୟ ବାଣ ଫୁଟାଇ ସେଲିବ୍ରେସନ୍ କରିଥିଲେ। ଅନ୍ୟପକ୍ଷରେ ଏହି ସମୟରେ ବିଜେପି ବ୍ୟାକଫୁଟ୍‌କୁ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା କଂଗ୍ରେସ ସହ ମେଣ୍ଟ କରିବା ପାଇଁ ରାଜି ହୋଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ପଦବୀ ମାଗିଥିଲେ। କଂଗ୍ରେସ କିନ୍ତୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦେବା ପାଇଁ ରାଜି ହୋଇଥିଲା। ଏହାପରେ ଦୁଷ୍ୟନ୍ତ ମେଣ୍ଟ ବାବଦରେ ଭାବିବାକୁ ସମୟ ନେଇଥିଲେ।

[caption id="attachment_391107" align="aligncenter" width="750"] Image Courtesy: Wikimedia Commons[/caption]

ଏହି ସମୟରେ ବିଜେପିର ‘ଚାଣକ୍ୟ’ ତଥା ଅଧ୍ୟକ୍ଷ ଅମିତ ଶାହ ନିଜ ମନ୍ତ୍ରଣାଳୟର କାମରୁ ଅବ୍ୟାହତି ନେଇ ଦଳୀୟ କାମକୁ ଫୋକସ୍ କରିଥିଲେ। ଆଉ ନିଜ ବାସଭବନରେ ସରକାର ଗଢ଼ିବା ନେଇ ଅଙ୍କ କଷିବା ଆରମ୍ଭ କରିଥିଲେ। ଆଉ ସେହି ରଣକୌଶଳର ଫଳ ସ୍ୱରୂପ ରାତାରାତି ହରିଆଣାର ସିରସାର ବିଜେପି ସଂସାଦ ସୁନୀତା ଦୁଗ୍ଗଲ ହରିଆଣାର ଲୋକହିତ ପାର୍ଟିର ଏକମାତ୍ର ବିଧାୟକ ଗୋପାଳ କାଣ୍ଡା ଏବଂ ୫ ସ୍ୱାଧୀନ ବିଜୟୀ ବିଧାୟକ ପ୍ରାର୍ଥୀଙ୍କୁ ଏକ ଚାଟାର୍ଡ ବିମାନରେ ଦିଲ୍ଲୀ ଆଣିଥିଲେ। ସେମାନେ ଅମିତ ଶାହ ଓ  କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡାଙ୍କ ସହ ସାକ୍ଷାତ କରିଥିଲେ। ଏହା ପରେ ବିଜେପି ସରକାର କରିବାକୁ ଯାଉଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା। ହେଲେ ସଂଖ୍ୟା ଯେତିକି ହେଲା, ତାହା କେବଳ ସରକାର ଗଢ଼ିବା ପାଇଁ ଉଦ୍ଦିଷ୍ଟ ଥିଲା। ଅର୍ଥାତ୍ ବିଜେପିକୁ ୪୬ ବିଧାୟକଙ୍କ ସମର୍ଥନ ମିଳିଯାଇଥିଲା। କିନ୍ତୁ ସ୍ଥିର ସରକାର ଦେବା ପାଇଁ ଆଉ କିଛି ବିଧାୟକଙ୍କ ସମର୍ଥନ ଆବଶ୍ୟକ କରିଥିଲା ବିଜେପି।

ଏହାପରେ ଗତକାଲି ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ ସହ ବୈଠକ କରିଥିଲେ ବିଜେପି ସଭାପତି। ଶେଷରେ ଦୁଷ୍ୟନ୍ତ ବିଜେପିକୁ ସମର୍ଥନ କରିବାକୁ ରାଜି ହୋଇଥିଲେ। ଏପରିକି ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ହୋଇଥିଲେ।  ଏଥିସହ ବାକି ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିବେ ବୋଲି ସ୍ପଷ୍ଟ ହୋଇଛି। ତେଣୁ ବିଜେପି ହରିଆଣାରେ ମେଣ୍ଟ କରି ଏଠାରେ ସରକାର ଗଢ଼ିବାକୁ ଯାଉଛି।

ଆଜି ମନହୋର ଲାଲ ଖଟ୍ଟର ହରିଆଣା ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି କରିବେ। ଆସନ୍ତାକାଲି ଦୀପାବଳିରେ ସେ ଶପଥ ନେବେ ବୋଲି ଜଣାପଡ଼ିଛି। ଅପରାହ୍ନ ଦୁଇଟାରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story