ଆମେରିକାରେ ପୁଣି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

ନୂଆଦିଲ୍ଲୀ: ଭାରତ ସରକାର ସବୁ ଧର୍ମକୁ ସମାନ ଭାବେ ଦେଖିବା ଉଚିତ ବୋଲି ଆମେରିକା ରାଷ୍ଟ୍ରପତି ବାରାକା ଓବାମା ଉପଦେଶ ଦେଉଥିବା ବେଳେ ସେଠାରେ ବାରମ୍ବାର ହିନ୍ଦୁ ମନ୍ଦିରଗୁଡ଼ିକରେ ଭଙ୍ଗାରୁଜା ହେଉଛି। ସଦ୍ୟ ଭଙ୍ଗାରୁଜା ହୋଇଛି ଟେକ୍ସାସ ସହରରେ ଥିବା ଏକ ମନ୍ଦିରରେ। ମନ୍ଦିରର କାନ୍ଥରେ ସ୍ପ୍ରେରେ କିଛି ଆପତ୍ତିଜନକ ଚିତ୍ର କରାଯିବା ସହିତ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ମନ୍ଦିର ବୋର୍ଡ ସଦସ୍ୟ କୃଷ୍ଣ ସିଂହ କହିଛନ୍ତି ଯେ ଏହି ଘଟଣାରେ ଏଠାରେ ବସବାସ କରୁଥିବା […]

hindu temple

hindu temple

Rakesh Mallick
  • Published: Monday, 20 April 2015
  • Updated: 04 May 2017, 03:45 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସରକାର ସବୁ ଧର୍ମକୁ ସମାନ ଭାବେ ଦେଖିବା ଉଚିତ ବୋଲି ଆମେରିକା ରାଷ୍ଟ୍ରପତି ବାରାକା ଓବାମା ଉପଦେଶ ଦେଉଥିବା ବେଳେ ସେଠାରେ ବାରମ୍ବାର ହିନ୍ଦୁ ମନ୍ଦିରଗୁଡ଼ିକରେ ଭଙ୍ଗାରୁଜା ହେଉଛି। ସଦ୍ୟ ଭଙ୍ଗାରୁଜା ହୋଇଛି ଟେକ୍ସାସ ସହରରେ ଥିବା ଏକ ମନ୍ଦିରରେ। ମନ୍ଦିରର କାନ୍ଥରେ ସ୍ପ୍ରେରେ କିଛି ଆପତ୍ତିଜନକ ଚିତ୍ର କରାଯିବା ସହିତ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି।

ମନ୍ଦିର ବୋର୍ଡ ସଦସ୍ୟ କୃଷ୍ଣ ସିଂହ କହିଛନ୍ତି ଯେ ଏହି ଘଟଣାରେ ଏଠାରେ ବସବାସ କରୁଥିବା ହିନ୍ଦୁ ଲୋକମାନେ ଖୁବ୍ ଆଘାତ ପାଇଛନ୍ତି। ପୁଲିସ୍ ଅଭିଯୋଗ ପାଇବା ପରେ ଦୋଷୀମାନଙ୍କୁ ଧରିବା ପାଇଁ ଗୁପ୍ତଚରଙ୍କୁ ନିଯୁକ୍ତ କରିଛି।
ଅନ୍ୟପକ୍ଷରେ ଏହି ଆକ୍ରମଣ ପରେ ମନ୍ଦିର ଚାରିପାଖେ ତାର ବାଡ଼ ଲଗାଇ ଦିଆଯାଇଛି। ଉଭୟ ହିନ୍ଦୁ ଓ ଅଣ-ହିନ୍ଦୁ ଲୋକେ ମନ୍ଦିର ଚାରିପାଖ ସଫା କରିବାରେ ଲାଗିପଡ଼ିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଫେବୃଆରୀ ୧୫ ତାରିଖରେ ୱାଶିଂଟନରେ ଏକ ମନ୍ଦିରରେ ଅନୁରୂପ ଭଙ୍ଗାରୁଜା ହୋଇଥିଲା । ସେଠାରେ ମନ୍ଦିର କାନ୍ଥରେ ‘ଗେଟ୍ ଆଉଟ୍’ (ପଳାଇଯାଅ) ବୋଲି ଲେଖା ହୋଇଥିଲା । ସେହି ଘଟଣା ପରଠାରୁ ଆମେରିକାର ଆଉ କିଛି ସ୍ଥାନରେ ମଧ୍ୟ ମନ୍ଦିରରେ ଭଙ୍ଗାରୁଜା ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story