ଚାଷୀଙ୍କୁ ମନେଇବାକୁ ଆଉ ଥରେ ପ୍ରୟାସ, ୧୦୬ ପୃଷ୍ଠାର ବୁକଲେଟ୍ ଜାରି

ନୂଆଦିଲ୍ଲୀ: ବୁଧବାର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଚାଷୀ। ଏହାପରେ ଡିସେମ୍ୱର ୧୨, ୧୪ରେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚାଷୀ ସଂଘ କହିଛି। ଏହାରି ଭିତରେ ପୁଣିଥରେ ଚାଷୀଙ୍କୁ ମନେଇବା ପାଇଁ ସରକାର ପ୍ରୟାସ କରିଛନ୍ତି। ଏଥିପାଇଁ ୧୦୬ ପୃଷ୍ଠାର ଏକ ବୁକଲେଟ୍ ଜାରି କରିଛନ୍ତି। ଯେଉଁଥିରେ କୃଷି ଆଇନ ସହିତ ସରକାରଙ୍କ ସଂଶୋଧିତ ପ୍ରସ୍ତାବ ବାବଦରେ ସମ୍ପୂର୍ଣ୍ଣ ଭାବରେ ଲେଖାଯାଇଛି। ଅନ୍ୟପଟେ ଆନ୍ଦୋଳନରେ ବସିଥିବା ବିଭିନ୍ନ ସଂଗଠନର ୪୦ ନେତା ଅପରାହ୍ନ ୨ଟାରେ ଏକାଠି […]

farmer strike

farmer strike

Subhransu Sekhar
  • Published: Thursday, 10 December 2020
  • Updated: 10 December 2020, 11:41 AM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଚାଷୀ। ଏହାପରେ ଡିସେମ୍ୱର ୧୨, ୧୪ରେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚାଷୀ ସଂଘ କହିଛି। ଏହାରି ଭିତରେ ପୁଣିଥରେ ଚାଷୀଙ୍କୁ ମନେଇବା ପାଇଁ ସରକାର ପ୍ରୟାସ କରିଛନ୍ତି। ଏଥିପାଇଁ ୧୦୬ ପୃଷ୍ଠାର ଏକ ବୁକଲେଟ୍ ଜାରି କରିଛନ୍ତି। ଯେଉଁଥିରେ କୃଷି ଆଇନ ସହିତ ସରକାରଙ୍କ ସଂଶୋଧିତ ପ୍ରସ୍ତାବ ବାବଦରେ ସମ୍ପୂର୍ଣ୍ଣ ଭାବରେ ଲେଖାଯାଇଛି।

ଅନ୍ୟପଟେ ଆନ୍ଦୋଳନରେ ବସିଥିବା ବିଭିନ୍ନ ସଂଗଠନର ୪୦ ନେତା ଅପରାହ୍ନ ୨ଟାରେ ଏକାଠି ହେବେ ବୋଲି ଜଣାପଡ଼ିଛି। ଡିସେମ୍ୱର ୧୨, ୧୪ର ରଣନୀତି ବାବଦରେ ଏହି ଭେଟଘାଟ ବେଳେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଜୟପୁର-ଦିଲ୍ଲୀ ସମେତ ଜୟପୁର-ଆଗ୍ରା ରାସ୍ତାକୁ ବନ୍ଦ କରିବାକୁ ଚାଷୀ ଏବେ ଡାକରା ଦେଇଛନ୍ତି। ସେହିପରି ଦେଶର ବିଭିନ୍ନ ସ୍ଥାନରେ ବିଜେପି ଅଫିସ ଏବଂ ନେତାଙ୍କୁ ଘେରାଉ କରିବାକୁ ମଧ୍ୟ ଚାଷୀ ସଂଘ ଡାକରା ଦେଇଛି।

ଆଲୋଚନା ମାଧ୍ୟମରେ କୌଣସି ସମାଧାନ ବାହାରୁ ନ ଥିବାରୁ କୃଷକମାନେ ସେମାନଙ୍କ ଆନ୍ଦୋଳନକୁ ତୀବ୍ର କରିବେ ବୋଲି କହିଛନ୍ତି। ଡିସେମ୍ବର ୧୪ ରେ କୃଷକ ସଂଗଠନ 'ଦିଲ୍ଲୀ ଚୋଲୋ' ଆହ୍ୱାନ କରିଛନ୍ତି। ଏହା ବ୍ୟତୀତ ସେ ୧୨ ଡିସେମ୍ବରରେ ଏକ ବଡ଼ ଆକାରରେ ପ୍ରଦର୍ଶନ କରିବାକୁ ଯୋଜନା କରିଛନ୍ତିଷ। ବୁଧବାର ସରକାରଙ୍କ ପ୍ରସ୍ତାବ ଚାଷୀ ସଂଗଠନ ଖାରଜ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ନୂଆ କୃଷି ନିୟମ ଲାଗୁ ହେବା ପରେ ସରକାରୀ ମଣ୍ଡି ଏବଂ ଏମଏସପି ବ୍ୟବସ୍ଥା ଧୀରେ ଧୀରେ ଶେଷ କରିବେ ବୋଲି ଚାଷୀ ଆଶଙ୍କା କରିଛନ୍ତି। ଏହି ନୂଆ ନିୟମ ଛୋଟ ଚାଷୀଙ୍କୁ କ୍ଷତି ପହଞ୍ଚାଇବ ଏବଂ କର୍ପୋରେଟ୍ ଜାଲରେ ଶିକାର ହେବେ ବୋଲି ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ୱରରେ କେନ୍ଦ୍ର ସରକାର ତିନି କୃଷି ବିଲକୁ ସଂସଦରେ ପାରିତ କରି ଆଇନରେ ପରିଣତ କରିଛନ୍ତି। ଏହାକୁ ବିରୋଧ କରି ଚାଷୀମାନେ ଦିଲ୍ଲୀ ହରିଆଣା, ଦିଲ୍ଲୀ ଉତ୍ତର ପ୍ରଦେଶ ସୀମାରେ ଚାଷୀ ବିରୋଧ କରୁଛନ୍ତି। ସରକାର କୃଷି ବିଲ ଦ୍ୱାରା ଘରୋଇକରଣକୁ ସମର୍ଥନ କରୁଛନ୍ତି ଏହାଦ୍ୱାରା ଚାଷୀ ଅନେକ ସମସ୍ୟାରେ ପଡ଼ିବେ ବୋଲି ବିରୋଧୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story