ରାହୁଲ ଜେଏନ୍‌ୟୁକୁ ଯିବା ନେଇ କଂଗ୍ରେସ ଲଜ୍ଜା ଅନୁଭବ କରିବା ଉଚିତ୍: ଅମିତ ଶାହ

ବୃନ୍ଦାବନ: ଜେଏନ୍‌ୟୁରେ ଦେଶ ବିରୋଧୀ ନାରାବାଜୀକୁ ନେଇ ଶନିବାର କଂଗ୍ରେସକୁ ଘେରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଜେଏନ୍‌ୟୁ ପରିସରକୁ ଯିବା ଘଟଣାକୁ ନେଇ କଂଗ୍ରେସ ଲଜ୍ଜା ଅନୁଭବ କରିବା ଉଚିତ୍। ସେହିପରି ଜେଏନ୍‌ୟୁ ପରିସରରେ ଦିଆଯାଇଥିବା ଦେଶ ବିରୋଧୀ ନାରାବାଜୀକୁ କିଭଳି ଭାବେ ସ୍ୱାଧୀନ ମତବ୍ୟକ୍ତ କୁହାଯାଇପାରିବ ବୋଲି ଅମିତ୍ ପ୍ରଶ୍ନ କରିଛନ୍ତି। ବୃନ୍ଦାବନରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲା ବେଳେ […]

Amit-Shah

Amit-Shah

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 12:33 PM IST

Sports

Latest News

ବୃନ୍ଦାବନ: ଜେଏନ୍‌ୟୁରେ ଦେଶ ବିରୋଧୀ ନାରାବାଜୀକୁ ନେଇ ଶନିବାର କଂଗ୍ରେସକୁ ଘେରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଜେଏନ୍‌ୟୁ ପରିସରକୁ ଯିବା ଘଟଣାକୁ ନେଇ କଂଗ୍ରେସ ଲଜ୍ଜା ଅନୁଭବ କରିବା ଉଚିତ୍। ସେହିପରି ଜେଏନ୍‌ୟୁ ପରିସରରେ ଦିଆଯାଇଥିବା ଦେଶ ବିରୋଧୀ ନାରାବାଜୀକୁ କିଭଳି ଭାବେ ସ୍ୱାଧୀନ ମତବ୍ୟକ୍ତ କୁହାଯାଇପାରିବ ବୋଲି ଅମିତ୍ ପ୍ରଶ୍ନ କରିଛନ୍ତି।

ବୃନ୍ଦାବନରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲା ବେଳେ ଅମିତ କହିଥିଲେ ଯେ ଜେଏନ୍‌ୟୁର ଏକ ଅଦ୍ଭୁତ ପ୍ରକାରର ବାତାବରଣ ସୃଷ୍ଟି ହୋଇଥିଲା। ଦେଶ ବିରୋଧୀ ନାରାକୁ ସ୍ୱାଧୀନ ମତବ୍ୟକ୍ତ ବୋଲି କୁହାଗଲା। ପୁଣି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧି କ୍ୟାମ୍ପସ ପରିସରକୁ ଯାଇ ଦେଶ ବିରୋଧୀ ନାରାବାଜୀକୁ ସ୍ୱାଧୀନ ମତବ୍ୟକ୍ତ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ୍ ବୋଲି ଯୁକ୍ତି ଉପସ୍ଥାପନ କଲେ। ଯଦି ସେଗୁଡ଼ିକୁ (ଦେଶ ବିରୋଧୀ ନାରାବାଜୀ ଓ ଅଫଜଲ ଗୁରୁ ସପକ୍ଷରେ ନାରାବାଜୀ) ସ୍ୱାଧୀନ ମତବ୍ୟକ୍ତ ବୋଲି କୁହାଯିବ, ତା’ହେଲେ ଦେଶଦ୍ରୋହ କେଉଁଟା? ତେଣୁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ସାମ୍ନାକୁ ଆସିବା ଉଚିତ୍ ଓ ସେ ନିଜ ପୁଅଙ୍କ ମତ ସହିତ ଏକ ମତ କି ନୁହେଁ ସ୍ପଷ୍ଟ କରିବା ଉଚିତ୍।

ଏହା ସହିତ ବିଜେପି ଯେପରି କେନ୍ଦ୍ରରେ ୨୫ ବର୍ଷ ଧରି ଶାସନ କରିପାରିବ ସେନେଇ କାର୍ଯ୍ୟ କରିବାକୁ ଯୁବ ମୋର୍ଚ୍ଚାର କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ଅମିତ। ସେ କହିଥିଲେ ଯେ ଭାରତକୁ ‘ବିଶ୍ୱଗୁରୁ’ କରିବାକୁ ହେବ। ତେବେ ଏହା ୫ ବର୍ଷରେ ସମ୍ଭବ ନୁହେଁ। ତେଣୁ ଦଳକୁ ୨୫ ବର୍ଷ ପାଇଁ କେନ୍ଦ୍ରରେ କ୍ଷମତାସୀନ କରାଇବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story