ଶାହ-ତୋମାରଙ୍କ ଅଢ଼େଇ ଘଣ୍ଟା ବୈଠକ ଶେଷ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଂଘ ଅଗ୍ରାହ୍ୟ କରିଛି। ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମଧ୍ୟ ଚାଷୀ ସଂଘ ହୁଙ୍କାର କରିଛି। ଖାଲି ସରକାର ନୁହେଁ ଶାସନ ଗାଦିରେ ବସିଥିବା ବିଜେପିର ପାର୍ଟି ଅଫିସ ଏବଂ ନେତାଙ୍କୁ ଘେରିବାକୁ ଯୋଜନା କରିଛନ୍ତି ଚାଷୀ ସଂଘ। ଯାହାକୁ ନେଇ ଅଡୁଆରେ କେନ୍ଦ୍ରର ମୋଦି ସରକାର। ଗୋଟିଏ ପଟେ ଚାଷୀ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ମୋଦି […]

SHAH-TOMAR

SHAH-TOMAR

Subhransu Sekhar
  • Published: Wednesday, 09 December 2020
  • Updated: 09 December 2020, 08:57 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଂଘ ଅଗ୍ରାହ୍ୟ କରିଛି। ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମଧ୍ୟ ଚାଷୀ ସଂଘ ହୁଙ୍କାର କରିଛି। ଖାଲି ସରକାର ନୁହେଁ ଶାସନ ଗାଦିରେ ବସିଥିବା ବିଜେପିର ପାର୍ଟି ଅଫିସ ଏବଂ ନେତାଙ୍କୁ ଘେରିବାକୁ ଯୋଜନା କରିଛନ୍ତି ଚାଷୀ ସଂଘ। ଯାହାକୁ ନେଇ ଅଡୁଆରେ କେନ୍ଦ୍ରର ମୋଦି ସରକାର। ଗୋଟିଏ ପଟେ ଚାଷୀ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ମୋଦି ସରକାର ମଧ୍ୟ ଆଇନକୁ ପ୍ରତ୍ୟାହାର କରିବନି ବୋଲି କହିଛି।

ତେବେ ଚାଷୀ ଆଜି ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ପାଖାପାଖି ଅଢ଼େଇ ଘଣ୍ଟା ଧରି ଦୁଇ ମନ୍ତ୍ରୀ ସମସ୍ୟାର ସମାଧାନ ଉପରେ ମାନସ ମନ୍ଥନ କରିଥିବା ସୂଚନା ରହିଛି। ତେବେ ବୈଠକରେ କଣ ନିଷ୍ପତ୍ତି ହୋଇଛି ଏଯାଏ ଜଣାପଡ଼ିନି।

ଅନ୍ୟପଟେ ବିରୋଧୀ ଦଳର ନେତା ରାଇସିନା ହିଲ୍ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ମାରକପତ୍ର ଦେଇଛନ୍ତି। ଯେଉଁଥିରେ ତିନି କୃଷି ଆଇନ୍ ଏବଂ ସଂଶୋଧିତ ବିଦ୍ୟୁତ୍ ବିଲକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି।

କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି ଚାଷୀ ବିରୋଧୀ ବୋଲି ସେମାନେ ଶୀତ କାକରରେ ପଡ଼ି ରହିଛନ୍ତି। ତିନି କୃଷି ଆଇନ ଚାଷୀ ବିରୋଧୀ ତେଣୁ ଏହାକୁ ରଦ୍ଦ କରିବା ଦରକାର।

ସିପିଆଇଏମ୍ ନେତା ସୀତାରାମ ୟେଚୁରୀ କହିଛନ୍ତି ସରକାର ଆଣିଥିବା ଏହି ତିନି ଆଇନ ଦେଶ ସ୍ୱାର୍ଥରେ ନୁହେଁ। ଏଥିସହ ଏହି ତିନି ଆଇନ୍ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ବୋଲି ସେ କହିଛନ୍ତି। ତିନି କୃଷି ଆଇନ୍ ଏବଂ ସଂଶୋଧିତ ବିଦ୍ୟୁତ୍ ବିଲକୁ ସଂସଦରେ ଅଗାଣତାନ୍ତ୍ରିକ ଭାବରେ ପାରିତ କରାଯାଇଛି। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଦରକାର।

ସେହିପରି ଏନସିପି ନେତା ଶରଦ ପାଓ୍ୱାର କହିଛନ୍ତି ଚାଷୀ ମାନେ ଥଣ୍ଡା କାକରରେ ପଡ଼ି ରହିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ଚାଷୀ ତାଙ୍କ ଅଧିକାର ଦାବି କରୁଛନ୍ତି। ସରକାର ତୁରନ୍ତ ଚାଷୀଙ୍କ ଦାବିକୁ ଶୁଣିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story