ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀଙ୍କ ଯୋଜନା

ଜମ୍ମୁ: ଜୁଲାଇ ୨ରେ ଆରମ୍ଭ  ହେବାକୁ ଥିବା  ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଅମରନାଥ ଯାତ୍ରାକୁ ନେଇ ପାକିସ୍ତାନର ମନୋଭାବ ଠିକ୍ ନାହିଁ ବୋଲି ଖୁଫିଆ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

ଜମ୍ମୁ ପୋଲିସ୍ ପକ୍ଷରୁ କୁହାଯାଇଛି, “ଗତବର୍ଷ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିଲେ। ୨୦୦ରୁ ୨୨୫ ଆତଙ୍କୀ ନିୟନ୍ତ୍ରଣ ରେଖା ନିକଟରେ ଭାରତ ମଧ୍ୟକୁ ଅନୁପ୍ରବେଶ କରି ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଚଳିତବର୍ଷ ମଧ୍ୟ ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ଉଦ୍ୟମ କରୁଛନ୍ତି। ଆତଙ୍କବାଦୀଙ୍କ ଏହି ଆକ୍ରମଣ ଯୋଜନାକୁ ଭଣ୍ଡୁର କରିବା ପାଇଁ  ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି ।”

ଅନ୍ୟପକ୍ଷରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

ଆହୁରି ପଢ଼ନ୍ତୁ

୧୯୯ ଟଙ୍କାର ରିଫଣ୍ଡ ପାଇଁ ହରାଇଲେ ୩୫ ହଜାର ଟଙ୍କା

ମନ୍ତ୍ରୀ ପୁଅକୁ କଡ଼ା ଜବାବ ଦେବାପରେ ମୁହଁ ଖୋଲିଲେ ସୁନୀତା, କହିଲେ ଆଇପିଏସ୍‌ ହେବି

୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ବିଶ୍ୱର ସବୁଠାରୁ ଶସ୍ତା ଟେଷ୍ଟିଂ କିଟ୍

ଫ୍ରୁଟକେକ୍‌ ସହ ସିମ୍ପାଞ୍ଜିର ଜନ୍ମଦିନ ପାଳନ କଲେ ଚିଡ଼ିଆଖାନା କର୍ତ୍ତୃପକ୍ଷ

ନାଟକର ନାଁ ସଚିନ ପାଇଲଟ!

ରାଜସ୍ଥାନ କଳିରେ ହସ୍ତକ୍ଷେପ କଲେ ରାହୁଲ, ସଚିନଙ୍କୁ ଦେଲେ ଏମିତି ବାର୍ତ୍ତା

ସଚିନଙ୍କୁ କଂଗ୍ରେସର ଆହ୍ୱାନ: ଯଦି ବିଜେପିରେ ମିଶିବେନି, ତା’ହେଲେ…

ପରୀକ୍ଷାରେ ସବୁ ବିଷୟରେ ସମାନ ମାର୍କ ରଖିଲେ ଯମଜ ଭଉଣୀ

ମା’ ହେବାକୁ କମୁଛି ଆଗ୍ରହ, ବିଶ୍ୱ ଜନସଂଖ୍ୟା କମିବ!

କରୋନା ଚାପ ଦୂର କରିବାକୁ ଗଛ କୁଣ୍ଢାଉଛନ୍ତି ଏହି ଦେଶର ଲୋକେ

କଶ୍ମୀରରୁ ପୁଣି ଜଣେ ବିଜେପି ନେତାଙ୍କୁ ଅପହରଣ

ଜିଓ ଲଞ୍ଚ କରିବ ସ୍ୱଦେଶୀ ୫ଜି ସେବା, ଅମ୍ବାନୀ ଘୋଷଣା କଲେ ଅନେକ ବଡ଼ ଯୋଜନା