ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀଙ୍କ ଯୋଜନା

ଜମ୍ମୁ: ଜୁଲାଇ ୨ରେ ଆରମ୍ଭ  ହେବାକୁ ଥିବା  ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଅମରନାଥ ଯାତ୍ରାକୁ ନେଇ ପାକିସ୍ତାନର ମନୋଭାବ ଠିକ୍ ନାହିଁ ବୋଲି ଖୁଫିଆ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଜମ୍ମୁ ପୋଲିସ୍ ପକ୍ଷରୁ କୁହାଯାଇଛି, “ଗତବର୍ଷ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିଲେ। ୨୦୦ରୁ ୨୨୫ ଆତଙ୍କୀ ନିୟନ୍ତ୍ରଣ ରେଖା ନିକଟରେ ଭାରତ ମଧ୍ୟକୁ ଅନୁପ୍ରବେଶ କରି ବଡ ଧରଣର […]

amarnath_

amarnath_

Rakesh Mallick
  • Published: Friday, 10 June 2016
  • Updated: 10 June 2016, 04:43 PM IST

Sports

Latest News

ଜମ୍ମୁ: ଜୁଲାଇ ୨ରେ ଆରମ୍ଭ  ହେବାକୁ ଥିବା  ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଅମରନାଥ ଯାତ୍ରାକୁ ନେଇ ପାକିସ୍ତାନର ମନୋଭାବ ଠିକ୍ ନାହିଁ ବୋଲି ଖୁଫିଆ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

ଜମ୍ମୁ ପୋଲିସ୍ ପକ୍ଷରୁ କୁହାଯାଇଛି, “ଗତବର୍ଷ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିଲେ। ୨୦୦ରୁ ୨୨୫ ଆତଙ୍କୀ ନିୟନ୍ତ୍ରଣ ରେଖା ନିକଟରେ ଭାରତ ମଧ୍ୟକୁ ଅନୁପ୍ରବେଶ କରି ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଚଳିତବର୍ଷ ମଧ୍ୟ ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ଉଦ୍ୟମ କରୁଛନ୍ତି। ଆତଙ୍କବାଦୀଙ୍କ ଏହି ଆକ୍ରମଣ ଯୋଜନାକୁ ଭଣ୍ଡୁର କରିବା ପାଇଁ  ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି ।”

ଅନ୍ୟପକ୍ଷରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story