ମାସ୍କ ପିନ୍ଧିବାକୁ କହିବାରୁ ଦିବ୍ୟାଙ୍ଗ ମହିଳାଙ୍କୁ ବଡ଼ବାବୁଙ୍କ ନିର୍ଘାତ ମାଡ଼, ଭିଡିଓ ଭାଇରାଲ

ନେଲୋର: ସୋଶାଲ ମିଡିଆରେ ଏକ ହୃଦୟଥରା ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡଓରେ ଜଣେ ବ୍ୟକ୍ତି ଆଉ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଅଫିସ ମଧ୍ୟରେ ଚୁଟି ଘୋଷାରି ତଳେ ପକାଇ ଲୁହା ରଡ୍‌ରେ ପିଟୁଥିବା ଦେଖିବାକୁ ମିଳିଛି। ଘଟଣାଟି ଆନ୍ଧ୍ର ପ୍ରଦେଶର ନେଲୋର ଠାରେ ଥିବା ଟୁରିଜିମ ହୋଟେଲ କର୍ମଚାରୀଙ୍କ ସହ ଘଟିଛି। ସୂଚନା ଅନୁଯାୟୀ, ମାଡ଼ ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛି ପର୍ଯ୍ୟଟନ ବିଭାଗର ଡେପୁଟି ମ୍ୟାନେଜର ସି ଭାସ୍କର। ଭାସ୍କର ଅଫିସକୁ ମାସ୍କ […]

r

r

Hemant Lenka
  • Published: Tuesday, 30 June 2020
  • Updated: 30 June 2020, 02:39 PM IST

Sports

Latest News

ନେଲୋର: ସୋଶାଲ ମିଡିଆରେ ଏକ ହୃଦୟଥରା ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡଓରେ ଜଣେ ବ୍ୟକ୍ତି ଆଉ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଅଫିସ ମଧ୍ୟରେ ଚୁଟି ଘୋଷାରି ତଳେ ପକାଇ ଲୁହା ରଡ୍‌ରେ ପିଟୁଥିବା ଦେଖିବାକୁ ମିଳିଛି। ଘଟଣାଟି ଆନ୍ଧ୍ର ପ୍ରଦେଶର ନେଲୋର ଠାରେ ଥିବା ଟୁରିଜିମ ହୋଟେଲ କର୍ମଚାରୀଙ୍କ ସହ ଘଟିଛି।

ସୂଚନା ଅନୁଯାୟୀ, ମାଡ଼ ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛି ପର୍ଯ୍ୟଟନ ବିଭାଗର ଡେପୁଟି ମ୍ୟାନେଜର ସି ଭାସ୍କର। ଭାସ୍କର ଅଫିସକୁ ମାସ୍କ ପିନ୍ଧି ନ ଆସିଥିବାରୁ ଦିବ୍ୟାଙ୍ଗ ମହିଳା କର୍ମଚାରୀ ଉଷା ତାଙ୍କୁ ମାସ୍କ ପିନ୍ଧିବାରୁ ପରାମର୍ଶ ଦେଇଥିଲେ। ବାସ୍‌ ଏତିକିରେ ଭାସ୍କର ରାଗି ଯାଇ ଉଷାଙ୍କୁ ଆକ୍ରମଣ କରିଥିଲେ।
https://twitter.com/i/status/1277848474835316736

ଉଷା ଏକ ଚେୟାରେ ବସିଥିଲେ ହେଁ ଭାସ୍କର ତାଙ୍କୁ ଚୁଟି ଧରି ତଳକୁ ପକାଇ ଦେଇଥିଲେ। ଏହାପରେ ଏକ ଲୁହା ରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ଅନ୍ୟମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଦୀର୍ଘ ସମୟ ଧରି ଭାସ୍କର ନିଜର ଆକ୍ରମଣ ଜାରି ରଖିଥିଲେ।

ଏହି ପୂରା ଘଟଣାଟି ଅଫିସରେ ଲାଗିଥିବା ସିସିଟିଭ ଫୁଟେଜରେ କଏଦ ହୋଇଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଭାସ୍କରଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story