ଆନ୍ଧ୍ର ଓ ତେଲାଙ୍ଗନାରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଲା

ହାଇଦ୍ରାବାଦ: ସାରା ଦେଶ ଏବେ ଜଳୁଛି। ଉତ୍ତର ଭାରତ, ପୂର୍ବ ଭାରତ, ପଶ୍ଚିମ ଭାରତ ଓ ଦକ୍ଷିଣ ଭାରତ- ସବୁଠି ପ୍ରଚୁର ତାତି। ତେବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗନାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଦୁଇ ରାଜ୍ୟରେ ଅଂଶୁଘାତ ଜନିତ ମୃତକଙ୍କ ସଂଖ୍ୟା ୩୭୦ ରହିଥିବା ବେଳେ ରବିବାର ଅପରାହ୍ନ ସୁଦ୍ଧା ଏହା ୫୦୦ରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ଏହି ଦୁଇ ରାଜ୍ୟରେ ଆହୁରି ୩ ଦିନ […]

khara

khara

Rakesh Mallick
  • Published: Monday, 25 May 2015
  • Updated: 25 May 2015, 09:54 AM IST

Sports

Latest News

ହାଇଦ୍ରାବାଦ: ସାରା ଦେଶ ଏବେ ଜଳୁଛି। ଉତ୍ତର ଭାରତ, ପୂର୍ବ ଭାରତ, ପଶ୍ଚିମ ଭାରତ ଓ ଦକ୍ଷିଣ ଭାରତ- ସବୁଠି ପ୍ରଚୁର ତାତି। ତେବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗନାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଦୁଇ ରାଜ୍ୟରେ ଅଂଶୁଘାତ ଜନିତ ମୃତକଙ୍କ ସଂଖ୍ୟା ୩୭୦ ରହିଥିବା ବେଳେ ରବିବାର ଅପରାହ୍ନ ସୁଦ୍ଧା ଏହା ୫୦୦ରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ଏହି ଦୁଇ ରାଜ୍ୟରେ ଆହୁରି ୩ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ବିଶାଖାପାଟଣା ସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଶୁକ୍ରବାର ଚଳିତ ବର୍ଷର ସବୁଠାରୁ ଅଧିକ ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ତେଲେଙ୍ଗାନାର ନାଲଗୋଣ୍ଡାରେ ଗତ ସପ୍ତାହରେ ପାରଦ ୪୮.୮ ପର୍ଯ୍ୟନ୍ତ ପହଞ୍ଚିଥିଲେ। ତେଲେଙ୍ଗାନାର ଏହି ଜିଲ୍ଲାରେ ସର୍ବାଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଜିଲ୍ଲାରେ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଗତକାଲି ହାଇଦ୍ରାବାଦରେ ୨୦ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ଆନ୍ଧ୍ର ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story