ଆତଙ୍କବାଦୀ ସଂଗଠନ ଆଇଏସର ପତ୍ରିକା ବିକୁଛି ଆମାଜନ୍ 

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ) ଦ୍ୱାରା ପ୍ରକାଶିତ ପତ୍ରିକା ‘ଦବିକ’ର ବିକ୍ରି କରୁଛି ଅନଲାଇନରେ ବିଭିନ୍ନ ଉତ୍ପାଦ ବିକ୍ରି କରୁଥିବା ଇ-କର୍ମସ୍ ୱେବସାଇଟ୍  ଆମାଜନ୍.କମ୍ (Amazon.com)। ଇଂଲଣ୍ଡ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ସ୍ପେନ୍ ଆଦି ରାଷ୍ଟ୍ରରେ ଆମାଜନ୍ ବିକ୍ରି କରୁଛି ଏହି ଆତଙ୍କବାଦୀର ପତ୍ରିକା। ତେବେ ଅମାଜନ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଏହାର ୱେବସାଇଟରେ ଏହି ମ୍ୟାଗଜିନର ବିକ୍ରି ସଂପର୍କିତ ସୂଚନାକୁ ହଟାଇ ଦିଆଯାଇଛି। ଆଇଏସର ଏକ […]

dabik

dabik

Rakesh Mallick
  • Published: Sunday, 07 June 2015
  • Updated: 04 May 2017, 03:45 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ) ଦ୍ୱାରା ପ୍ରକାଶିତ ପତ୍ରିକା ‘ଦବିକ’ର ବିକ୍ରି କରୁଛି ଅନଲାଇନରେ ବିଭିନ୍ନ ଉତ୍ପାଦ ବିକ୍ରି କରୁଥିବା ଇ-କର୍ମସ୍ ୱେବସାଇଟ୍  ଆମାଜନ୍.କମ୍ (Amazon.com)। ଇଂଲଣ୍ଡ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ସ୍ପେନ୍ ଆଦି ରାଷ୍ଟ୍ରରେ ଆମାଜନ୍ ବିକ୍ରି କରୁଛି ଏହି ଆତଙ୍କବାଦୀର ପତ୍ରିକା। ତେବେ ଅମାଜନ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଏହାର ୱେବସାଇଟରେ ଏହି ମ୍ୟାଗଜିନର ବିକ୍ରି ସଂପର୍କିତ ସୂଚନାକୁ ହଟାଇ ଦିଆଯାଇଛି।

ଆଇଏସର ଏକ ମିଡିଆ ଶାଖା ରହିଛି। ଏହାର ନାମ ‘ଅଲ-ହୟାତ ମିଡିଆ ସେଣ୍ଟର’ । ଏହା ପ୍ରକାଶ କରୁଛି ’ଦବିକ’ ପତ୍ରିକା। ପତ୍ରିକାରେ ଲେଖକମାନଙ୍କ ନାମ ସ୍ଥାନରେ ରହୁଛି ‘ଅଲ-ହୟାତ ମିଡିଆ ସେଣ୍ଟର’ ଲେଖାଯାଉଛି। ୱେବସାଇଟରେ ଏହି ପତ୍ରିକାର ଦାମ୍ ୨୭ ପାଉଣ୍ଡ ରହିଛି। ଅବଶ୍ୟ ଆମାଜନ୍ ଏବେ ଏହାକୁ ୱେବସାଇଟରୁ ହଟାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story