'ଦେଶରେ ଆଉ ହେବନି ୨୬/୧୧ର ପୁନରାବୃତ୍ତି'

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ୍ ଓ ଅନ୍ୟପଟେ ପାକିସ୍ତାନ। ଏହି ଦୁଇ ଦେଶ ସହ ଭାରତର ସୀମା ବିବାଦ ଲାଗି ରହିଛି। ତେବେ ଚୀନ୍ ସହ ଗତ କିଛି ମାସ ଧରି ଚାଲିଥିବା ଉତ୍ତେଜନାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିକ୍ରିୟା ରଖି କହିଛନ୍ତି, ଭାରତ ଯୁଦ୍ଧ ଚାହେଁ ନାହିଁ, କିନ୍ତୁ ଏଥିପାଇଁ ପୂରା ପ୍ରସ୍ତୁତ ଅଛି। ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ୍ ସମିଟରେ ଯୋଗ ଦେବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଏହି ମନ୍ତବ୍ୟ ଦେବା ସହ […]

rajnath

rajnath

Ranjit Kumar Jena
  • Published: Thursday, 26 November 2020
  • Updated: 26 November 2020, 09:47 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ୍ ଓ ଅନ୍ୟପଟେ ପାକିସ୍ତାନ। ଏହି ଦୁଇ ଦେଶ ସହ ଭାରତର ସୀମା ବିବାଦ ଲାଗି ରହିଛି। ତେବେ ଚୀନ୍ ସହ ଗତ କିଛି ମାସ ଧରି ଚାଲିଥିବା ଉତ୍ତେଜନାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିକ୍ରିୟା ରଖି କହିଛନ୍ତି, ଭାରତ ଯୁଦ୍ଧ ଚାହେଁ ନାହିଁ, କିନ୍ତୁ ଏଥିପାଇଁ ପୂରା ପ୍ରସ୍ତୁତ ଅଛି। ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ୍ ସମିଟରେ ଯୋଗ ଦେବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଏହି ମନ୍ତବ୍ୟ ଦେବା ସହ ଭାରତର ଗୋଟିଏ ଇଞ୍ଚ ଜମି ଉପରେ କେହିବି କବ୍‌ଜା କରିପାରିବେ ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି।

ଏହି ସମିଟ୍‌ରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମନେ ପକାଇ ରାଜନାଥ କହିଛନ୍ତି, ସେହି ହୃଦୟଥରା ଘଟଣାକୁ ଭାରତ କେବେ ଭୁଲିପାରିବ ନାହିଁ। କିନ୍ତୁ ସେହି ହମ୍‌ଲା ପରେ ଭାରତ ତା'ର ଅନ୍ତରୀଣ ଓ ବାହ୍ୟ ସୁରକ୍ଷାକୁ ଏତେ ମଜଭୁତ୍ କରିନେଇଛି ଯେ ଏବେ ୨୬/୧୧ର ପୁନରାବୃତ୍ତି ହେବା ପ୍ରାୟତଃ ଅସମ୍ଭବ। ନିକଟରେ ୪ ଆତଙ୍କବାଦୀଙ୍କୁ ସେହିଭଳି ଆକ୍ରମଣ ପାଇଁ ପାକିସ୍ତାନ ପଠାଇଥିଲା। କିନ୍ତୁ ଭାରତୀୟ ସେନା ସେମାନଙ୍କୁ ନିପାତ କରି ପାକିସ୍ତାନର ହୀନ କ୍ଷଡଯନ୍ତ୍ରକୁ ବିଫଳ କରିଦେଇଥିଲେ।

ଏହି ସମିଟରେ ରାଜନାଥ ପାକିସ୍ତାନ ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଦୁନିଆର ନଜରରେ ଆତଙ୍କବାଦର ନର୍ସରୀ ଭାବେ ଉଜାଗର ହୋଇସାରିଛି। ବିଶ୍ୱ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆତଙ୍କବାଦୀଙ୍କ ବିରୋଧରେ ଦିଆଯାଇଥିବା ପ୍ରସ୍ତାବର ପ୍ରଭାବ ପାକିସ୍ତାନ FATFର ରାଡାର୍ ଉପରେ ପଡ଼ିଛି। ଯଦି ଆବଶ୍ୟକ ପଡ଼େ, ଭାରତ ଏଲଓସି ଯାଇ ପାକିସ୍ତାନକୁ କଡ଼ା ଜବାବ ଦେଇପାରିବ। ଜଳ, ସ୍ଥଳ ଓ ନୌସେନାରେ ଭାରତର ସୁରକ୍ଷା ପୂର୍ବାପେକ୍ଷା ମଜଭୁତ୍ ହୋଇଛି।

ରାଜନାଥ ଆହୁରି କହିଛନ୍ତି, ଭାରତ ଏବେ ଆଉ ସଫ୍ଟ ଟାର୍ଗେଟ୍ ହୋଇ ରହିନାହିଁ। ଏଇ ୧୨ ବର୍ଷ ଭିତରେ ଭାରତ ପ୍ରତିଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବାରେ ସଫଳ ହୋଇଛି। ଆଗାମୀ ଦିନରେ ଆତଙ୍କବାଦୀଙ୍କର ଆର୍ଥିକ ନେଟୱର୍କକୁ ଧ୍ୱଂସ କରିବା ପାଇଁ ପଦକ୍ଷେପ ଉଠାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story