ପୁଣି ଏକ ବ୍ୟାଙ୍କରେ ଘୋଟାଲା, ଦେଶର ୧୬ଟି ସ୍ଥାନରେ ରେଡ୍

ଶ୍ରୀନଗର: ପଞ୍ଜାବ ନେଶନାଲ ବ୍ୟାଙ୍କ, ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ପରେ ଏବେ ଦେଶର ଆଉ ଏକ ବ୍ୟାଙ୍କ ଜମ୍ମୁ କଶ୍ମୀର ବ୍ୟାଙ୍କରେ ବଡ଼ ଧରଣର ଘୋଟାଲାର ଚିତ୍ର ସାମ୍ନାକୁ ଆସିଛି। ରାଇସ ଏକ୍ସପୋର୍ଟସ ଇଣ୍ଡିଆ (ଆରଇଆଇ) ଆଗ୍ରୋ ଲିମିଟେଡକୁ ଜେକେ ବ୍ୟାଙ୍କ ଲୋନ ଦେବାରେ ଅନିୟମିତତା କରିଥିବା ଜଣାପଡ଼ିଛି। ହଜାରେ କୋଟିରୁ ଅଧିକ ଟଙ୍କାର ଏହି ଘୋଟାଲା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଣ୍ଟି କରପସନ ବ୍ୟୁରୋ (ଏସିବି) ମାମଲା ରୁଜୁ କରି ଏବେ ତଦନ୍ତ […]

bank office

bank office

Subhransu Sekhar
  • Published: Sunday, 20 October 2019
  • Updated: 20 October 2019, 05:27 PM IST

Sports

Latest News

ଶ୍ରୀନଗର: ପଞ୍ଜାବ ନେଶନାଲ ବ୍ୟାଙ୍କ, ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ପରେ ଏବେ ଦେଶର ଆଉ ଏକ ବ୍ୟାଙ୍କ ଜମ୍ମୁ କଶ୍ମୀର ବ୍ୟାଙ୍କରେ ବଡ଼ ଧରଣର ଘୋଟାଲାର ଚିତ୍ର ସାମ୍ନାକୁ ଆସିଛି। ରାଇସ ଏକ୍ସପୋର୍ଟସ ଇଣ୍ଡିଆ (ଆରଇଆଇ) ଆଗ୍ରୋ ଲିମିଟେଡକୁ ଜେକେ ବ୍ୟାଙ୍କ ଲୋନ ଦେବାରେ ଅନିୟମିତତା କରିଥିବା ଜଣାପଡ଼ିଛି। ହଜାରେ କୋଟିରୁ ଅଧିକ ଟଙ୍କାର ଏହି ଘୋଟାଲା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଣ୍ଟି କରପସନ ବ୍ୟୁରୋ (ଏସିବି) ମାମଲା ରୁଜୁ କରି ଏବେ ତଦନ୍ତ ଚଳାଇଛି।

ଏସିବିର ଜଣେ ଅଧିକାରୀ କହିଛନ୍ତି ପ୍ରାଥମିକ ଭାବରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ବିଭିନ୍ନ ଟିମ୍ ଏବେ ଦେଶର ୧୬ଟି ସ୍ଥାନରେ ରେଡ୍ କରୁଛି। ଯେଉଁ ଠିକଣାରେ ରେଡ୍ ହେଉଛି ସେହି ସ୍ଥାନଗୁଡ଼ିକ ହେଲା ଜେକେ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ମୁସ୍ତାକ୍ ଅହମଦଙ୍କ ଘର, ବ୍ୟାଙ୍କର ୧୨ ଅଧିକାରୀଙ୍କ କଶ୍ମୀର, ଜମ୍ମୁ ଏବଂ ଦିଲ୍ଲୀ ବାସଭବନ। କଶ୍ମୀରର ୯ଟି, ଜମ୍ମୁର ୪ଟି ଦିଲ୍ଲୀର ୩ଟି ଠିକଣାରେ ଏହି ରେଡ୍ ହୋଇଛି। ସେ ଆହୁରି କହିଛନ୍ତି ଆରଇଆଇ ଆଗ୍ରୋର ଅଧ୍ୟକ୍ଷ ସଞ୍ଜୟ ଝୁନଝୁନଓ୍ୱାଲା ଏବଂ ଉପାଧ୍ୟକ୍ଷ ସନ୍ଦୀପ ଝୁନଝୁନଓ୍ୱାଲାଙ୍କ ଦିଲ୍ଲୀ ସ୍ଥିତ ଘରେ ମଧ୍ୟ ତିନୋଟି ଟିମ୍ ରେଡ୍ କରୁଛି।

ପ୍ରାଥମିକ ତଦନ୍ତ ବେଳେ ଜଣାପଡିଛି ଯେ, ମୁମ୍ୱାଇ ଏବଂ ଦିଲ୍ଲୀ ସ୍ଥିତ ବସନ୍ତ ବିହାର ଅଂଶଲ ପ୍ଲାଜାରେ ଜେକେ ବ୍ୟାଙ୍କ ଶାଖା ରହିଛି। ୨୦୧୧ରୁ ୨୦୧୩ ମଧ୍ୟରେ ବ୍ୟାଙ୍କ ଅଧିକାରୀ ଆରଇଆଇ ଆଗ୍ରୋ କମ୍ପାନୀର ଜାଲ କାଗଜପତ୍ରକୁ ପାଖରେ ରଖି ୮୦୦ କୋଟି ଟଙ୍କାର ଲୋନ୍ ଦେଇଥିଲେ। ଏହି ଲୋନ୍ ଦେବା ବେଳେ ବ୍ୟାଙ୍କ ଆବଶ୍ୟକ ନିୟମ ପାଳନ କରିନାହିଁ ବୋଲି ଜଣାପଡ଼ିଛି। ଯାହାକି ୨୦୧୪ ବେଳକୁ ଏନପିଏରେ ପରିଣତ ହୋଇଥିଲା।

ଲୋନ୍ ନେବା ବେଳେ ଆରଇଆଇ ଆଗ୍ରୋ କୋଲକାତାରେ ମୁଖ୍ୟ କାର୍ଯ୍ୟାଳୟ, ଦିଲ୍ଲୀରେ କର୍ପୋରେଟ ଅଫିସ, ମୁମ୍ୱାଇରେ ଶାଖା ଅଫିସ ରହିଛି ବୋଲି ଜେକେ ବ୍ୟାଙ୍କକୁ କାଗଜପତ୍ର ଦେଇଥିଲା। ହେଲେ ମୁମ୍ୱାଇରେ ଆରଇଆଇର କୌଣସି ଶାଖା ଅଫିସ ନାହିଁ ବୋଲି ଜଣାପଡ଼ିଛି। ହେଲେ ଜେକେ ବ୍ୟାଙ୍କର ମୁମ୍ୱାଇ ଶାଖାରୁ ଆରଇଆଇ ୫୫୦ କୋଟି ଟଙ୍କାର ଲୋନ୍ ପାଇବାରେ ସଫଳ ହୋଇଥିଲା। ସେହିପରି ଦିଲ୍ଲୀର ବସନ୍ତ ବିହାର ଅଂଶଲ ପ୍ଲାଜା ଶାଖାରୁ ଆରଇଆଇ ୧୩୯ କୋଟି ଟଙ୍କାର ଲୋନ୍ ପାଇଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନରେ ଜମ୍ମୁ କଶ୍ମୀର ସରକାର ଜମ୍ମୁ କଶ୍ମୀର ବ୍ୟାଙ୍କର ଅଧ୍ୟକ୍ଷ ପରଭେଜ ଅହମଦଙ୍କୁ ହଟାଇ ଦେଇଥିଲେ। ଅହମଦ ୨୦୧୬ରେ ବ୍ୟାଙ୍କର ଅଧ୍ୟକ୍ଷ ପଦବୀରେ ନିଯୁକ୍ତ ହୋଇଥିଲେ। ପରଭେଜଙ୍କୁ ହଟାଯିବା ପରେ ରାଜ୍ୟର ଭିଜିଲାନ୍ସ ବ୍ୟୁରୋ ଶନିବାର ଶ୍ରୀନଗର ମୁଖ୍ୟ କାର୍ଯ୍ୟାଳୟରେ ରେଡ୍ କରିଥିଲେ। ଏହି ସମୟରେ ଭିଜିଲାନ୍ସ ବ୍ୟାଙ୍କର ୧୨୦୦ ନିଯୁକ୍ତ ପତ୍ର ବାବଦରେ ତଦନ୍ତ କରିଥିଲା। ଏହି ନିଯୁକ୍ତ ପୂର୍ବ ପିଡିପି-ବିଜେପି ସରକାର ବେଳେ ନେତାଙ୍କ କହିବା ଅନୁସାରେ ଅହମଦଙ୍କ କାର୍ଯ୍ୟାଳୟ ବେଳେ ନିଯୁକ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story