କରୋନା ପାଇଁ ବ୍ୟବହୃତ ହେବ ମ୍ୟାଲେରିଆ ଔଷଧ, ଅନୁମତି ଦେଲେ ଆଇସିଏମ୍ଆର

ନୂଆଦିଲ୍ଲୀ: ବିଶେଷ କ୍ଷେତ୍ରରେ କରୋନା ନିରାକରଣ ପାଇଁ ମ୍ୟାଲେରିଆ ଔଷଧ ‘ହାଇଡ୍ରକ୍ସିକ୍ଲୋରୋକ୍ୱିନ୍‌’ ବ୍ୟବହାର ପାଇଁ ଇଣ୍ଡିଆନ୍ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ସୁପାରିଶ କରିଛି। ଏହା ପୂର୍ବରୁ ଭାରତର ଜୟପୁର ଏବଂ ଅନ୍ୟ କିଛି ରାଷ୍ଟ୍ରରେ ଏଚ୍‌ଆଇଭି ଔଷଧ କରୋନା ମୁକାବିଲାରେ ବ୍ୟବହାର କରାଯାଇସାରିଛି। ଏହାକୁ ଭିତ୍ତି କରି ମ୍ୟାଲେରିଆ ଔଷଧର ବ୍ୟବହାର ପାଇଁ ବିତର୍କ ଆରମ୍ଭ ହୋଇସାରିଛି। ଫ୍ରାନ୍ସରେ ଏକ ଗବେଷଣାରୁ ମଧ୍ୟ ଜଣାପଡ଼ିଛି ‘ହାଇଡ୍ରକ୍ସିକ୍ଲୋରୋକ୍ୱିନ୍‌’କୁ ଏକ ଆଣ୍ଟି ବାୟୋଟିକ୍‌ ମେକାନିଜିମ୍‌ ଭାବେ କରୋନା ଆକ୍ରାନ୍ତଙ୍କ […]

Corona-4

Corona-4

Subrat Kumar Nayak
  • Published: Monday, 23 March 2020
  • Updated: 23 March 2020, 07:20 PM IST

Sports

Latest News

ନୂଆଦିଲ୍ଲୀ: ବିଶେଷ କ୍ଷେତ୍ରରେ କରୋନା ନିରାକରଣ ପାଇଁ ମ୍ୟାଲେରିଆ ଔଷଧ ‘ହାଇଡ୍ରକ୍ସିକ୍ଲୋରୋକ୍ୱିନ୍‌’ ବ୍ୟବହାର ପାଇଁ ଇଣ୍ଡିଆନ୍ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ସୁପାରିଶ କରିଛି।

ଏହା ପୂର୍ବରୁ ଭାରତର ଜୟପୁର ଏବଂ ଅନ୍ୟ କିଛି ରାଷ୍ଟ୍ରରେ ଏଚ୍‌ଆଇଭି ଔଷଧ କରୋନା ମୁକାବିଲାରେ ବ୍ୟବହାର କରାଯାଇସାରିଛି। ଏହାକୁ ଭିତ୍ତି କରି ମ୍ୟାଲେରିଆ ଔଷଧର ବ୍ୟବହାର ପାଇଁ ବିତର୍କ ଆରମ୍ଭ ହୋଇସାରିଛି।

ଫ୍ରାନ୍ସରେ ଏକ ଗବେଷଣାରୁ ମଧ୍ୟ ଜଣାପଡ଼ିଛି ‘ହାଇଡ୍ରକ୍ସିକ୍ଲୋରୋକ୍ୱିନ୍‌’କୁ ଏକ ଆଣ୍ଟି ବାୟୋଟିକ୍‌ ମେକାନିଜିମ୍‌ ଭାବେ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର କରାଯାଇପାରିବ। କିନ୍ତୁ ବୈଜ୍ଞାନିକ ଟିମ୍‌ କହିଛନ୍ତି, ଏହାର ବୃହତ୍‌ ଆକାରରେ ପରୀକ୍ଷା ଏଯାଏ ହୋଇନଥିବାରୁ ଏହାକୁ ପ୍ରୟୋଗ ସମୟରେ ସତର୍କତା ଅବଲମ୍ବନ କରିବାକୁ ହେବ। ଏହି ଔଷଧ ହାଇରିସ୍କ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ସୁପାରିଶ କରାଯାଇଛି।

ଏହି ଔଷଧ ପ୍ରୟୋଗ କ୍ଷେତ୍ରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦରକାର ନାହିଁ। ସାଧାରଣ ଭାବେ ହାତ ଧୋଇବା, ମାସ୍କ ଆଦି ସୁରକ୍ଷା ନେବା ଓ ୧ ମିଟର ଦୂରତା ଅବଲମ୍ବନ କରିବା ଆଦି ପାଳନ କରାଯିବ। ଆଇସିଏମ୍‌ଆରର ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ଏହି ଔଷଧ କିପରି, କେତେବେଳେ ଏବଂ ରୋଗୀ କେଉଁ ସ୍ତରରେ ଥିଲେ ବ୍ୟବହାର କରାଯିବ ବୋଲି ଉଲ୍ଲେଖ କରି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ଜୀବନ୍ତ ପ୍ରାଣୀଙ୍କ ଉପରେ ହୋଇଥିବା ପ୍ରୟୋଗ ଏବଂ ଅନ୍ୟ ଗବେଷଣାରୁ ଏହା ପ୍ରଭାବୀ ବୋଲି ଜଣାପଡ଼ିଛି। ଲ୍ୟାବ୍‌ରେ ହୋଇଥିବା ପରୀକ୍ଷାରୁ ମଧ୍ୟ ଏହାର ପ୍ରଭାବ ସକାରାତ୍ମକ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story