ସେନା ଦେଶର ସବୁଠୁ ପ୍ରଶଂସନୀୟ ଅନୁଷ୍ଠାନ: ଜେନେରାଲ ଦଲବୀର ସିଂହ

ଚେନ୍ନାଇ: ସେନା ଦେଶର ସବୁଠୁ ପ୍ରଶଂସନୀୟ ଓ ସମ୍ମାନୀୟ ଅନୁଷ୍ଠାନ ବୋଲି ଶନିବାର ସେନା ମୁଖ୍ୟ ଜେନେରାଲ ଦଲବୀର ସିଂ କହିଛନ୍ତି। ଏପରିକି ଭାରତୀୟ ସେନାକୁ ଅନ୍ତର୍ଜାତୀୟ ସ୍ୱୀକୃତି ମଧ୍ୟ ମିଳିଛି ବୋଲି ସେ କହିଛନ୍ତି। ଚେନ୍ନାଇସ୍ଥିତ ଅଫିସରସ୍‌ ଟ୍ରେନିଂ ଆକାଡେମୀରେ ଏକ ପାସିଂ ଆଉଟ୍ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ଅବସରରେ ସେ କହିଥିଲେ,“ଭାରତୀୟ ସେନାର ଏକ ଛବି ରହିଛି। ଆମେ ଦେଶରେ ସେନା ହେଉଛନ୍ତି ସର୍ବୋଚ୍ଚ ପ୍ରଶଂସନୀୟ ଓ ସମ୍ମାନନୀୟ ଅନୁଷ୍ଠାନ। ଉଭୟ ବାହାର […]

dalbirsingh

dalbirsingh

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 10:36 AM IST

Sports

Latest News

ଚେନ୍ନାଇ: ସେନା ଦେଶର ସବୁଠୁ ପ୍ରଶଂସନୀୟ ଓ ସମ୍ମାନୀୟ ଅନୁଷ୍ଠାନ ବୋଲି ଶନିବାର ସେନା ମୁଖ୍ୟ ଜେନେରାଲ ଦଲବୀର ସିଂ କହିଛନ୍ତି। ଏପରିକି ଭାରତୀୟ ସେନାକୁ ଅନ୍ତର୍ଜାତୀୟ ସ୍ୱୀକୃତି ମଧ୍ୟ ମିଳିଛି ବୋଲି ସେ କହିଛନ୍ତି।

ଚେନ୍ନାଇସ୍ଥିତ ଅଫିସରସ୍‌ ଟ୍ରେନିଂ ଆକାଡେମୀରେ ଏକ ପାସିଂ ଆଉଟ୍ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ଅବସରରେ ସେ କହିଥିଲେ,“ଭାରତୀୟ ସେନାର ଏକ ଛବି ରହିଛି। ଆମେ ଦେଶରେ ସେନା ହେଉଛନ୍ତି ସର୍ବୋଚ୍ଚ ପ୍ରଶଂସନୀୟ ଓ ସମ୍ମାନନୀୟ ଅନୁଷ୍ଠାନ। ଉଭୟ ବାହାର ଓ ଭିତର ସମସ୍ୟାଗୁଡ଼ିକୁ ଭାରତୀୟ ସେନା ସଫଳତାର ସହିତ ମୁକାବିଲା କରିଛି।”

ସେ କହିଥିଲେ,“ଜାତିସଂଘର ଶାନ୍ତି ବାହିନୀରେ ଭାରତୀୟ ସେନାର କାର୍ଯ୍ୟକୁ ଅନ୍ତର୍ଜାତୀୟ ସମୁଦାୟଗୁଡ଼ିକ ମଧ୍ୟ ପ୍ରଶଂସା କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story