ଅରୁଣା ଶାନବାଗଙ୍କୁ ଦୁଷ୍କର୍ମ କରିଥିବା ସୋହନଲାଲକୁ କାମରୁ ବାହାର କଲା ଏନଟିପିସି

ନୂଆଦିଲ୍ଲୀ: ଅରୁଣା ଶାନବାଗଙ୍କୁ ଦୁଷ୍କର୍ମ କରିଥିବା ସୋହନଲାଲ ବାଲ୍ମିକୀକୁ କାମରୁ ବାହାର କରି ଦେଇଛି ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ୍ (ଏନଟିପିସି)। ଏନଟିପିସିର ପରପା ଗାଁ ସ୍ଥିତ ପ୍ଲାଣ୍ଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା ସୋହନଲାଲ। କଂପାନୀର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶକ୍ରମେ ତା’ର ଏଣ୍ଟ୍ରି ପାସକୁ ମଧ୍ୟ ଜବତ କରାଯାଇଛି। ଅରୁଣାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ସୋହନଲାଲ ମାତ୍ର ୭ ବର୍ଷ ଜେଲ ଦଣ୍ଡ ଭୋଗିଥିଲା। ଜେଲରୁ […]

sohanlal

sohanlal

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 06:18 AM IST

Sports

Latest News

ନୂଆଦିଲ୍ଲୀ: ଅରୁଣା ଶାନବାଗଙ୍କୁ ଦୁଷ୍କର୍ମ କରିଥିବା ସୋହନଲାଲ ବାଲ୍ମିକୀକୁ କାମରୁ ବାହାର କରି ଦେଇଛି ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ୍ (ଏନଟିପିସି)। ଏନଟିପିସିର ପରପା ଗାଁ ସ୍ଥିତ ପ୍ଲାଣ୍ଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା ସୋହନଲାଲ। କଂପାନୀର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶକ୍ରମେ ତା’ର ଏଣ୍ଟ୍ରି ପାସକୁ ମଧ୍ୟ ଜବତ କରାଯାଇଛି।

ଅରୁଣାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ସୋହନଲାଲ ମାତ୍ର ୭ ବର୍ଷ ଜେଲ ଦଣ୍ଡ ଭୋଗିଥିଲା। ଜେଲରୁ ମୁକୁଳିବାର ପରେ ୧୯୮୦ରୁ ସେ ଗାଜିଆବାଦ ନିକଟସ୍ଥ ପରପା ଗାଁକୁ ଚାଲି ଆସିଥିଲା। ଅନ୍ୟପକ୍ଷରେ ବଳାତ୍କାରର ଶିକାର ହେବା ପରେ କୋମାକୁ ଚାଲି ଯାଇଥିଲେ ଅରୁଣା। ଆଉ ସେଥିରୁ ମୁକ୍ତି ପାଇ ନଥିଲେ। ୪୪ ବର୍ଷ ଧରି କୋମାରେ ରହିବା ପରେ ଗତ ମେ’ ୧୮ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା।

ଅରୁଣାଙ୍କ ମୃତ୍ୟୁ ପରେ ଏକ ମରାଠୀ ଖବର କାଗଜ ସୋହନାଲଲକୁ ଖୋଜି ଥିଲା ଓ ଶେଷରେ ପରପା ଗାଁରେ ଠାବ କରିଥିଲା। ଏହା ପରେ ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ମୁସ୍କିଲ ବଢ଼ିଯାଇଛି। ପରପା ଗାଁ ଲୋକେ ତାଙ୍କୁ ଗାଁରୁ ତଡ଼ିବା ପାଇଁ ବି ବିଚାର କରୁଛନ୍ତି। ଏନେଇ ଖୁବଶୀଘ୍ର ପଞ୍ଚାୟତ ବସିବ। ପରପାର ସରପଞ୍ଚ କହିଛନ୍ତି ଯେ ଲୋକଙ୍କ ମତ ଅନୁଯାୟୀ ସୋହନଲାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଅଧାରୁ ଅଧିକ ଲୋକ ତାକୁ ଗାଁରୁ ବାହାର କରିବା ସପକ୍ଷରେ ମତ ଦେବେ, ତା’ହେଲେ ସେୟା ହିଁ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୋହନଲାଲ ପାଇଁ ତାଙ୍କ ଗାଁ ବଦନାମ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story