ଆସାମରେ ଆନନ୍ଦ ଆଣିବେ ସର୍ବାନନ୍ଦ: ମୋଦି

ଗୌହାଟୀ: ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସର୍ବାନନ୍ଦ ଆନନ୍ଦ ଆଣିବେ ବୋଲି ଶନିବାର ତିନସୁକିଆରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଥିଲେ,“୬୦ ବର୍ଷ ଧରି ଆପଣମାନେ ଅନେକ ଆଶା ରଖି କଂଗ୍ରେସକୁ ଭୋଟ‌୍‍ ଦେଲେ। କିନ୍ତୁ ଫଳ କ’ଣ ହେଲା? ଆପଣମାନେ ଥରେ ବିଜେପିକୁ ସରକାର ଗଠନ କରିବାର ସୁଯୋଗ ଦେଇ ଦେଖନ୍ତୁ। ଆସାମରେ ଆନନ୍ଦ ଆଣିବେ ସର୍ବାନନ୍ଦ ସୋନୋୱାଲ‌୍। ୫ ବର୍ଷରେ ସେ ଆସାମକୁ ଏମିତି ରାଜ୍ୟରେ ପରିଣତ କରିବେ […]

modi

modi

Rakesh Mallick
  • Published: Saturday, 26 March 2016
  • Updated: 26 March 2016, 07:31 AM IST

Sports

Latest News

ଗୌହାଟୀ: ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସର୍ବାନନ୍ଦ ଆନନ୍ଦ ଆଣିବେ ବୋଲି ଶନିବାର ତିନସୁକିଆରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ସେ କହିଥିଲେ,“୬୦ ବର୍ଷ ଧରି ଆପଣମାନେ ଅନେକ ଆଶା ରଖି କଂଗ୍ରେସକୁ ଭୋଟ‌୍‍ ଦେଲେ। କିନ୍ତୁ ଫଳ କ’ଣ ହେଲା? ଆପଣମାନେ ଥରେ ବିଜେପିକୁ ସରକାର ଗଠନ କରିବାର ସୁଯୋଗ ଦେଇ ଦେଖନ୍ତୁ। ଆସାମରେ ଆନନ୍ଦ ଆଣିବେ ସର୍ବାନନ୍ଦ ସୋନୋୱାଲ‌୍। ୫ ବର୍ଷରେ ସେ ଆସାମକୁ ଏମିତି ରାଜ୍ୟରେ ପରିଣତ କରିବେ ଯେ ଲୋକମାନେ ସେମାନଙ୍କ ପିଲାଙ୍କୁ ‘ଏ’ ଫର‌୍ ଆସାମ‌୍ ବୋଲି ପଢ଼ାଇବେ।”

ପ୍ରଧାନମନ୍ତ୍ରୀ କହିଥିଲେ, ‘‘ସର୍ବାନନ୍ଦ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଅଛନ୍ତି। ସେ ଜଣେ ଦକ୍ଷ ମନ୍ତ୍ରୀ ଭାବେ ନିଜ କାର୍ଯ୍ୟ ନିର୍ବାହ କରୁଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେଲେ ମୋର କ୍ଷତି ହେବ। କିନ୍ତୁ ଆସାମର ଲାଭ ହେବ।’’

ପ୍ରଧାନମନ୍ତ୍ରୀ କହିଥିଲେ, “ଆସାମରେ ମୋର ଲଢ଼େଇ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସହିତ ନୁହେଁ ଗରିବୀ ସହିତ। ମୁଁ ବୟୋଜ୍ୟେଷ୍ଠ ଗୋଗୋଇଙ୍କଠାରୁ ଆର୍ଶୀବାଦ ନେଇ ରାଜ୍ୟକୁ ବରବାଦ‌୍ ହେବାରୁ ବଞ୍ଚାଇବି।’’

ଏହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସେ ଚା’ ବିକିବା ବେଳେ ଲୋକଙ୍କୁ ଆସାମର ଚା’ ପିଆଉଥିଲେ। ଲୋକେ ଆସାମର ଚା’ ପିଇ ବେଶ‌୍ ତାଜା ଅନୁଭବ କରୁଥିଲେ। ସେହି କାରଣରୁ ଆସାମ ନିକଟରେ ମୁଁ ଋଣୀ।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story