ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ କେରଳ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏପ୍ରିଲ ୪ରୁ ମେ’ ୧୬ ତାରିଖ ପର୍ଯ୍ୟନ୍ତ ଏହି ସବୁ ବିଧାନସଭାଗୁଡ଼ିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୯ ତାରିଖରେ ଭୋଟ୍ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ। ଏହି ଘୋଷଣା ସହିତ ସଂପୃକ୍ତ ରାଜ୍ୟଗୁଡ଼ିକରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି। ଏ ଘୋଷଣା […]

zaidi

zaidi

Rakesh Mallick
  • Published: Friday, 04 March 2016
  • Updated: 05 March 2016, 01:01 PM IST

Sports

Latest News

zaidiନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ କେରଳ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏପ୍ରିଲ ୪ରୁ ମେ’ ୧୬ ତାରିଖ ପର୍ଯ୍ୟନ୍ତ ଏହି ସବୁ ବିଧାନସଭାଗୁଡ଼ିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୯ ତାରିଖରେ ଭୋଟ୍ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ। ଏହି ଘୋଷଣା ସହିତ ସଂପୃକ୍ତ ରାଜ୍ୟଗୁଡ଼ିକରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି।

ଏ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ନାସିମ୍ ଜାଇଦି କହିଛନ୍ତି ଯେ ପଶ୍ଚିମ ବଙ୍ଗ ବିଧାନସଭା ପାଇଁ ୬ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଠାରେ ଏପ୍ରିଲ୍ ୪ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ୧୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସେହିପରି ଏପ୍ରିଲ୍ ୧୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୫୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ସେହିପରି ଏପ୍ରିଲ ୨୧, ୨୫, ୩୦ ଓ ମେ’ ୫ ତାରିଖରେ ଅନ୍ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଆସାମରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଏପ୍ରିଲ୍ ୪ ଓ ଏପ୍ରିଲ ୧୧ରେ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୪ରେ ୬୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ ଓ ବାକି ଆସନଗୁଡ଼ିକ ପାଇଁ ଏପ୍ରିଲ୍ ୧୧ରେ ଭୋଟ୍ ଗ୍ରହଣ କରାଯିବ। କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୩ଟି ସ୍ଥାନରେ ମେ’ ୧୬ରେ ଭୋଟ୍ ଗ୍ରହଣ କରାଯିବ।

ଜାଇଦି କହିଛନ୍ତି ଯେ ୫ଟି ରାଜ୍ୟର ମୋଟ ୮୨୪ ବିଧାନସଭା ଆସନ ପାଇଁ ୧୭ କୋଟିରୁ ଅଧିକ ମତଦାତା ନିଜର ମତଦାନ କରିବେ। କେରଳରେ ୧୪୦ଟି ବିଧାନସଭା ଆସନ ରହିଛି। ଏଠାରରେ ୨.୫୬ କୋଟି ଭୋଟର ରହିଛନ୍ତି । ତାମିଲନାଡୁରେ ଭୋଟରଙ୍କ ସଂଖ୍ୟା ୫.୮ କୋଟି ଥିବା ବେଳେ ୨୩୪ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ପାଇଁ ୬.୫୫ କୋଟି ମତଦାତା ଭୋଟ୍ ଦେବେ। ସେହିପରି ଆସାମରେ ୧୨୬ଟି ସିଟ୍ ପାଇଁ ୧.୯୮ କୋଟି ଭୋଟର୍‌ ମତ ସାବ୍ୟସ୍ତ କରିବେ। ପୁଡୁଚେରୀରେ ୩୦ଟି ବିଧାନସଭା ଆସନ ପାଇଁ ୯.୨୭ ଲକ୍ଷ ଭୋଟର ଭୋଟ୍ ଦେବେ।

ଭୋଟରଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍‌)ରେ ପ୍ରାର୍ଥୀମାନଙ୍କ ଫଟୋ ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

ସୂଚନାଯୋଗ୍ୟ, ଆସାମ ବିଧାନସଭାର କାର୍ଯ୍ୟକାଳ ଜୁନ୍ ୫ରେ ସରୁଥିବା ବେଳେ ପଶ୍ଚିମବଙ୍ଗର ମେ’୨୯, ତାମିଲନାଡୁର ମେ’୨୨, କେରଳର ମେ’ ୩୧ ଓ ପୁଡୁଚେରୀର ଜୁନ୍‌ ୨ରେ ଶେଷ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story