ବିମାନ ଆକ୍ରମଣରେ ଦକ୍ଷିଣ ୟେମେନ୍‌ରେ ୧୭ ଆତଙ୍କୀ ମୃତ

ଅଦେନ୍‌: ଦକ୍ଷିଣ ୟେମେନ୍‌ର ଅଲ୍-ମନସୌରା ଜିଲ୍ଲାର ଆଦେନ୍‌ ସହରରେ ସାଉଦୀ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ୧୭ ଜଣ ଅଲ୍‌କାଏଦା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତଦେହକୁ ଉଦ୍ଧାର କରାଯାଇ ଆଦେନକୁ ଅଣାଯାଇଛି। ଘଟଣା ସ୍ଥଳରୁ ମିଳିଥିବା ତଥ୍ୟରୁ ସେମାନେ ଅଲକାଏଦାର ଆତଙ୍କବାଦୀ ବୋଲି ଜଣାପଡିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଏହି ଆକ୍ରମଣରେ ୨୦ରୁ ଅଧିକ ସାଧାରଣ ନାଗରିକଙ୍କ ସହ ବହୁ ଆତଙ୍କବାଦୀ ଗୁରୁତର ଆହତ ହୋଇଛନ୍ତି।

at-least-17-militants-killed-in-southern-yemen

Rakesh Mallick
  • Published: Sunday, 13 March 2016
  • Updated: 04 May 2017, 03:44 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story