ପାକିସ୍ତାନକୁ ପାନେ: ୩୫ ଆତଙ୍କୀ ନିପାତ, ଗଡ଼ିଲା ୧୦ ପାକ୍ ସେନାର ମୁଣ୍ଡ!

ଶ୍ରୀନଗର: ଜମ୍ମୁ କଶ୍ମୀର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ ମଧ୍ୟ ଆଜି ପାନେ ଦେଇଛି। ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ଭାରତର ଜବାବୀ ଆକ୍ରମଣକୁ ସ୍ୱୀକାର କରିଥିବାବେଳେ ନିହତ ସଂଖ୍ୟା କିନ୍ତୁ କମ୍ କରି କହିଛି। ଏହାପରେ ଦେଶର ଗୃହମନ୍ତ୍ରାଳୟ ହାଇ ଆଲର୍ଟ ଜାରି କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ପ୍ରମୁଖ ବିପିନ୍ନ ରାୱତଙ୍କ ସହ ସମ୍ପର୍କରେ ରହିଥିବା […]

terrorist attack

terrorist attack

Subhransu Sekhar
  • Published: Sunday, 20 October 2019
  • Updated: 20 October 2019, 07:52 PM IST

ଶ୍ରୀନଗର: ଜମ୍ମୁ କଶ୍ମୀର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ ମଧ୍ୟ ଆଜି ପାନେ ଦେଇଛି। ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ଭାରତର ଜବାବୀ ଆକ୍ରମଣକୁ ସ୍ୱୀକାର କରିଥିବାବେଳେ ନିହତ ସଂଖ୍ୟା କିନ୍ତୁ କମ୍ କରି କହିଛି। ଏହାପରେ ଦେଶର ଗୃହମନ୍ତ୍ରାଳୟ ହାଇ ଆଲର୍ଟ ଜାରି କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ପ୍ରମୁଖ ବିପିନ୍ନ ରାୱତଙ୍କ ସହ ସମ୍ପର୍କରେ ରହିଥିବା ଜଣାପଡ଼ିଛି। ଭାରତର ଏହି ଆକ୍ରମଣ ବାବଦରେ ପ୍ରତିକ୍ରିୟା ଦେଇ ବିପିନ୍ନ ରାଓ୍ୱତ କହିଛନ୍ତି ପାକିସ୍ତାନର ୬ରୁ ୧୦ ଯବାନ ନିହତ ହୋଇଛନ୍ତି।

ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତ ଆକ୍ରମଣ କରି ୩୫ ଆତଙ୍କବାଦୀଙ୍କୁ ନିପାତ କରିଥିବା ଜଣାପଡ଼ିଛି। ଏହି ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ଏବଂ ଜୈଶ-ଏ-ମହମ୍ମଦର ବୋଲି ଜଣାପଡ଼ିଛି। ଏଥିସହିତ ୬ରୁ ୧୦ ପାକିସ୍ତାନ ଯବାନ ନିହତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଏଥିସହ ପାକ୍ ସେନାର ୩ଟି ଲଞ୍ଚ ପ୍ୟାଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ଭାରତୀୟ ଯବାନ। ଭାରତ ଏହି ଆକ୍ରମଣ କରିବା ବେଳେ ଆର୍ଟିଲରୀ ବନ୍ଧୁକ ବ୍ୟବହାର କରିଥିଲା। ଯାହାକି ଦୂର ଲକ୍ଷ୍ୟକୁ ଟାର୍ଗେଟ କରିବାରେ ସହଯୋଗ କରିଥାଏ।

ତେବେ ପାକିସ୍ତାନର ସେନା ଅଧିକାରୀ ଟୁଇଟ୍ କରି ଦାବି କରିଛନ୍ତି, ପାକିସ୍ତାନ ସେନାର ଗୁଳିରେ ୯ ଜଣ ଭାରତୀୟ ଯବାନ ନିହତ ହୋଇଛନ୍ତି। ଅନେକ ଆହତ ହୋଇଥିବାବେଳେ ୨ଟି ବଙ୍କର ନଷ୍ଟ ହୋଇଛି। ସେହିପରି ଭାରତୀୟ ଯବାନଙ୍କ ଆକ୍ରମଣରେ ପାକିସ୍ତାନର ଜଣେ ଯବାନ ନିହତ ହୋଇଛନ୍ତି ବୋଲି କହିଥିବାବେଳେ ୩ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଦାବି କରିଛି। ଏହାପରେ ପାକିସ୍ତାନ ଭାରତର ଡେପୁଟି ହାଇକମିଶନର ଗୌରବ ଆଲୁବାଲିଆଙ୍କୁ ତଲବ କରିଛି।

ଆଜି ସକାଳେ ତଙ୍ଗଧାର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ତଙ୍ଗଧାର ସେକ୍ଟରର ବୀପରିତ ପାର୍ଶ୍ୱରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ପିଓକେରେ ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଅସ୍ଥାୟୀ ଆତଙ୍କୀ କ୍ୟାମ୍ପ ଖୋଲିଥିବା ସୂଚନା ରହିଛି। ଏହି ସ୍ଥାନରୁ ହିଁ ଆତଙ୍କବାଦୀମାନେ ଆସି ଭାରତର ସୀମାରେଖା ଗୁଡ଼ିକରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡ଼ିଛି। ଏହାପରେ ଆଜି ଏହି ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା ଭାରତ।

ସେହିପରି ଆଜି ସକାଳେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି, ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତିନି ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। କୁପଓ୍ୱାଡା ଜିଲ୍ଲାର ତଙ୍ଗଧାର ସେକ୍ଚରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଗତ ସପ୍ତାହରେ ମଧ୍ୟ ବରମୁଲ୍ଲା ଏବଂ ରାଜୋରିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିଲେ।

ସୂଚନାଯୋଗ୍ୟ, ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ବଢ଼ିଛି। ଜୁଲାଇରେ ପାକିସ୍ତାନ ୨୯୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାବେଳେ ଅଗଷ୍ଟରେ ୩୦୭, ସେପ୍ଟେମ୍ୱରରେ ୨୯୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଖବର ସରବରାହ ସଂସ୍ଥା ପିଟିଆଇ କହିଛି।

ତେବେ ଚଳିତ ବର୍ଷ ସେପ୍ଟେମ୍ୱର ସୁଦ୍ଧା ପାକିସ୍ତାନ ମୋଟ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଛି। ଯେଉଁଥିରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଗତମାସ କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story