ଭାରତ ସପକ୍ଷରେ ବାହାରିଲା ଅଷ୍ଟ୍ରେଲିଆ, ପାକିସ୍ତାନକୁ କହିଲା ଏମିତି କଥା

ମେଲବର୍ଣ୍ଣ: ଭାରତ ପଡ଼ୋଶୀ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଉପରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ସାରା ବିଶ୍ୱରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଭୟ ପାକିସ୍ତାନ ଓ ଭାରତକୁ ଚୀନ୍‌, ୟୁରୋପୀୟ ରାଷ୍ଟ୍ରସମୂହ ଓ ଅଷ୍ଟ୍ରେଲିଆ ସଂଯମ ରକ୍ଷା କରିବା ପାଇଁ କହିଛନ୍ତି। ଅଷ୍ଟ୍ରେଲିଆ ଉଭୟ ପକ୍ଷଙ୍କୁ ସଂଯମ ରକ୍ଷା କରିବା ପାଇଁ କହିଥିଲେ ହେଁ ପାକିସ୍ତାନ ଆତଙ୍କବାଦୀଙ୍କୁ ପରୋକ୍ଷରେ ସମର୍ଥନ ଦେଉଥିବା କହିଛି। ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ କହିଛନ୍ତି, “ପାକିସ୍ତାନ ଏବେ […]

aus

aus

Hemant Lenka
  • Published: Tuesday, 26 February 2019
  • Updated: 26 February 2019, 06:48 PM IST

Sports

Latest News

ମେଲବର୍ଣ୍ଣ: ଭାରତ ପଡ଼ୋଶୀ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଉପରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ସାରା ବିଶ୍ୱରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଭୟ ପାକିସ୍ତାନ ଓ ଭାରତକୁ ଚୀନ୍‌, ୟୁରୋପୀୟ ରାଷ୍ଟ୍ରସମୂହ ଓ ଅଷ୍ଟ୍ରେଲିଆ ସଂଯମ ରକ୍ଷା କରିବା ପାଇଁ କହିଛନ୍ତି। ଅଷ୍ଟ୍ରେଲିଆ ଉଭୟ ପକ୍ଷଙ୍କୁ ସଂଯମ ରକ୍ଷା କରିବା ପାଇଁ କହିଥିଲେ ହେଁ ପାକିସ୍ତାନ ଆତଙ୍କବାଦୀଙ୍କୁ ପରୋକ୍ଷରେ ସମର୍ଥନ ଦେଉଥିବା କହିଛି।

ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ କହିଛନ୍ତି, “ପାକିସ୍ତାନ ଏବେ ତା’ ମାଟିରେ ସକ୍ରିୟ ଥିବା ଜୈଶ-ଇ-ମହମ୍ମଦ ଓ ଲସ୍କର-ଏ-ତାଇବା ଭଳି ଆତଙ୍କୀ ସଂଗଠନ ଗୁଡ଼ିକ ବନ୍ଦ କରିବାକୁ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ପାକିସ୍ତାନ ଏବେ ଆତଙ୍କବାଦ କିମ୍ବା ଆତଙ୍କବାଦୀଙ୍କ ନିଜ ମାଟିରେ କୌଣସି ପ୍ରକାର ଲିଗାଲ ଓ ଫିଜିକାଲ ସହଯୋଗ ନ ଦେବା ଉଚିତ।” ଏଥିସହ ଉଭୟ ଦେଶ ପରସ୍ପର ସହ ଆଲୋଚନା କରି ବିବାଦର ସମାଧାନ କରନ୍ତୁ ବୋଲି ଅଷ୍ଟ୍ରେଲିଆ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story