ବାଜପେୟୀଙ୍କୁ ‘ବାଂଲାଦେଶ ଲିବରେଶନ୍ ଅଫ୍ ୱାର୍ ଆୱାର୍ଡ’

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ରବିବାର ବାଂଲାଦେଶ ସରକାର ‘ଲିବରେଶନ୍ ଅଫ୍ ୱାର୍ ଆୱାର୍ଡ’ରେ ସମ୍ମାନିତ କରିଛନ୍ତି। ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମକୁ ଖୋଲାଖୋଲି ଭାବେ ସମର୍ଥନ କରିଥିବା ଯୋଗୁଁ ତଥା ଅନ୍ୟାନ୍ୟ ଯୋଗଦାନ ପାଇଁ ବାଜପେୟୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବାଜପେୟୀଙ୍କ ପାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ ବାଂଲାଦେଶ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଂଲାଦେଶ ରାଷ୍ଟ୍ରପତି ଭବନରେ ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି […]

modi

modi

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 01:51 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ରବିବାର ବାଂଲାଦେଶ ସରକାର ‘ଲିବରେଶନ୍ ଅଫ୍ ୱାର୍ ଆୱାର୍ଡ’ରେ ସମ୍ମାନିତ କରିଛନ୍ତି। ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମକୁ ଖୋଲାଖୋଲି ଭାବେ ସମର୍ଥନ କରିଥିବା ଯୋଗୁଁ ତଥା ଅନ୍ୟାନ୍ୟ ଯୋଗଦାନ ପାଇଁ ବାଜପେୟୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବାଜପେୟୀଙ୍କ ପାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ ବାଂଲାଦେଶ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଂଲାଦେଶ ରାଷ୍ଟ୍ରପତି ଭବନରେ ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅବଦୁଲ୍ଲ ହାମିଦଙ୍କ ଠାରୁ ମୋଦି ଏହି ସମ୍ମାନ ଗ୍ରହଣ କରିଥିଲେ।

ବାଜପେୟୀଙ୍କ ପାଇଁ ପୁରସ୍କାର ଗ୍ରହଣ କରିବା ପରେ ମୋଦି କହିଥିଲେ,ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ଜନନାୟକ। ସେ ସାଧାରଣ ଲୋକଙ୍କ ପାଇଁ କାମ କରିଛନ୍ତି। ସେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କୁ  ବାଂଲାଦେଶର ସର୍ବୋଚ୍ଚ ସମ୍ମାନ ଦିଆଯିବା ଭାରତ ପାଇଁ ନିଶ୍ଚିତ ଭାବେ ଗୌରବର କଥା।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ବାଂଲାଦେଶ ସରକାର ଏହି  ସମ୍ମାନ ପ୍ରଦାନ କରିଥିଲେ। ୨୦୧୨ ମସିହାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story