ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଗଲା ବାଂଲାଦେଶ୍‌ର ପୂରା କ୍ରିକେଟ୍‌ ଟିମ୍‌

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ଆଜି ଦୁଇଟି ମସ୍‌ଜିଦ୍‌ରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ। ଗୁଳିମାଡ଼ ହୋଇଥିବା ଗୋଟିଏ ମସ୍‌ଜିଦ୍‌କୁ ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ଅଧିକାଂଶ ଖେଳାଳି ଯାଇଥିଲେ। ବାଂଲାଦେଶ କ୍ରିକେଟ୍ ର୍ବୋର୍ଡର ମୁଖପାତ୍ର ଜଲାଲ ୟୁନୁସ୍ କହିଛନ୍ତି, ଟିମ୍‌ର ଅଧିକାଂଶ ଖେଳାଳି କ୍ରାଏଷ୍ଟଚର୍ଚ୍ଚ ସ୍ଥିତ ଏକ ମସ୍‌ଜିଦ୍‌କୁ ଯାଇଥିଲେ। ସେମାନେ ମସ୍‌ଜିଦ୍‌ରେ ପ୍ରବେଶ କରିବା ପୂର୍ବରୁ ହିଁ ଗୁଳିମାଡ଼ ହୋଇଥିଲା। ଟିମ୍‌ର ସଦସ୍ୟମାନେ ସୁରକ୍ଷିତ […]

ttt

ttt

Jitendra Garnayak
  • Published: Friday, 15 March 2019
  • Updated: 15 March 2019, 03:16 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ଆଜି ଦୁଇଟି ମସ୍‌ଜିଦ୍‌ରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ। ଗୁଳିମାଡ଼ ହୋଇଥିବା ଗୋଟିଏ ମସ୍‌ଜିଦ୍‌କୁ ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ଅଧିକାଂଶ ଖେଳାଳି ଯାଇଥିଲେ।

ବାଂଲାଦେଶ କ୍ରିକେଟ୍ ର୍ବୋର୍ଡର ମୁଖପାତ୍ର ଜଲାଲ ୟୁନୁସ୍ କହିଛନ୍ତି, ଟିମ୍‌ର ଅଧିକାଂଶ ଖେଳାଳି କ୍ରାଏଷ୍ଟଚର୍ଚ୍ଚ ସ୍ଥିତ ଏକ ମସ୍‌ଜିଦ୍‌କୁ ଯାଇଥିଲେ। ସେମାନେ ମସ୍‌ଜିଦ୍‌ରେ ପ୍ରବେଶ କରିବା ପୂର୍ବରୁ ହିଁ ଗୁଳିମାଡ଼ ହୋଇଥିଲା। ଟିମ୍‌ର ସଦସ୍ୟମାନେ ସୁରକ୍ଷିତ ଅଛନ୍ତି। କିନ୍ତୁ ସେମାନେ ଗଭୀର ମାନସିକ ଆଘାତ ପାଇଛନ୍ତି। ସବୁ ଖେଳାଳିଙ୍କୁ ହୋଟେଲ୍‌ରେ ରହିବାକୁ କୁହାଯାଇଛି।

ବାଂଲାଦେଶ ଟିମ୍‌ର ଓପନିଂ ବ୍ୟାଟ୍ସମ୍ୟାନ୍‌ ତମିମ୍‌ ଇକ୍‌ବାଲ୍‌ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଲେଖିଛନ୍ତି ଯେ ପୂରା ଟିମ୍ ଦୁର୍ବୃତ୍ତଙ୍କ ଗୁଳିରୁ ବଞ୍ଚିଯାଇଛି। ଏହା ଏକ ଭୟଙ୍କର ଅନୁଭୂତି। ଦୟାକରି ଆମ ପାଇଁ ବି ପ୍ରାର୍ଥନା କରିବେ।

ଅନ୍ୟ ଜଣେ ଖେଳାଳି ମୁଶ୍‌ଫିକର ରହିମ ଟ୍ୱିଟ୍ କରି କହିଛନ୍ତି, ଆଲ୍ଲା ଆମକୁ ଆଜି ବଞ୍ଚାଇ ଦେଲେ। ଆମେ ବଡ଼ ଭାଗ୍ୟବାନ୍‌। ଏଭଳି ଘଟଣା ଆଉ ନ ଘଟୁ। ଆମ ପାଇଁ ପ୍ରାର୍ଥନା କରନ୍ତୁ।

ଏହି ଗୁଳିମାଡ଼ ଘଟଣାରେ ଅନେକ ଲୋକ ମୃତାହତ ହୋଇଥିବା କୁହାଯାଇଛି। ଏ ନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ସୁଦ୍ଧା ସ୍ଥାନୀୟ କିଛି ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ଘଟିଛି। Stuff.co.nz ନାମକ ଏକ ନ୍ୟୁଜ୍‌ ପୋର୍ଟାଲ୍ ଅନୁଯାୟୀ ଏଥିରେ ପ୍ରାୟ ୫୦ ଜଣ ଲୋକ ନିହତ ହୋଇଛନ୍ତି।

ବାଂଲାଦେଶର ‘ଡେଲି ଷ୍ଟାର୍‌’ର ସାମ୍ବାଦିକ ମଝର ଉଦ୍ଦିନ୍ ମଧ୍ୟ ଖେଳାଳିମାନଙ୍କ ସହ ମସ୍‌ଜିଦ୍‌କୁ ଯାଇଥିଲେ। ସେ କହିଛନ୍ତି,“ଆମେ ଯେତେବେଳେ ମସ୍‌ଜିଦ୍ ଅଲ୍‌ ନୂର୍‌ରେ ପହଞ୍ଚିଲୁ ସେତେବେଳେ ଆମକୁ କୁହାଗଲା ଯେ ସେଠାରେ ଗୁଳିମାଡ଼ ହେଉଛି। ଏହାପରେ ଖେଳାଳିମାନେ ବସ୍‌ରେ ଚଢ଼ି ଯାଇଥିଲେ। ସେମାନଙ୍କୁ ବସ୍‌ରେ ସିଟ୍‌ରେ ନ ବସି ତଳେ ବସିବାକୁ କୁହାଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story