ମୋଦିଙ୍କ ଭଲ ବନ୍ଧୁ କିଏ, ଦେଖା ହେଲେ ସେ କଣ ପଚାରନ୍ତି?

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଏକ ନିଆରା ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହିତ ତାଙ୍କର ସମ୍ପର୍କ ବାବଦରେ ପ୍ରକାଶ କରିଛନ୍ତି ମୋଦି। ଓବାମା ତାଙ୍କର କିଛି ଭଲ ବନ୍ଧୁଙ୍କ ମଧ୍ୟରେ ଅନ୍ୟତମ। ଏବଂ ଉଭୟ ନେତା ପରସ୍ପରକୁ ସ୍ନେହରେ ସମ୍ୱୋଧନ କରି କଥାବାର୍ତ୍ତା କରନ୍ତି ବୋଲି ଅକ୍ଷୟ କୁମାରଙ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। #WATCH PM Narendra Modi in an interaction with Akshay Kumar […]

modi akshay (1)

modi akshay (1)

Subhransu Sekhar
  • Published: Wednesday, 24 April 2019
  • Updated: 24 April 2019, 07:31 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଏକ ନିଆରା ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହିତ ତାଙ୍କର ସମ୍ପର୍କ ବାବଦରେ ପ୍ରକାଶ କରିଛନ୍ତି ମୋଦି। ଓବାମା ତାଙ୍କର କିଛି ଭଲ ବନ୍ଧୁଙ୍କ ମଧ୍ୟରେ ଅନ୍ୟତମ। ଏବଂ ଉଭୟ ନେତା ପରସ୍ପରକୁ ସ୍ନେହରେ ସମ୍ୱୋଧନ କରି କଥାବାର୍ତ୍ତା କରନ୍ତି ବୋଲି ଅକ୍ଷୟ କୁମାରଙ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

ତେବେ ଓବାମା ଯେବେ ବି ମୋଦିଙ୍କୁ ଭେଟନ୍ତି ସେତେବେଳେ ଗୋଟିଏ ପ୍ରଶ୍ନ ପଚାରନ୍ତି, 'କାହିଁକି ଏତେ କମ୍ ସମୟ ଶୋଇଛୁ', ଜବାବରେ ମୋଦି କୁହନ୍ତି ସେ 3ରୁ 4 ଘଣ୍ଚା ଶୁଅନ୍ତି। ଓବାମା କୁହନ୍ତି 'କଣ କାମ କରୁଛୁ କି? କାମ କରିବାର ନିଶା ଭଲ, ହେଲେ ଆଗାମୀ ଦିନରେ ନିଜ ଶରୀର ପାଇଁ କ୍ଷତିକାରକ ହୋଇପାରେ' ।
୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଆମେରିକା ଯାଇଥିଲେ । ସେତବେଳର ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ନିଜ ଅଭିଭାଷଣରେ ମୋଦିଙ୍କୁ କହିଥିଲେ, ମୋଦି ମୋର ଜଣେ ଭଲ ବନ୍ଧୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story