ବରିଷ୍ଠ ନେତାଙ୍କ ଉପରେ ଆରୋପ ଲଗାଇ କ୍ରେଜିୱାଲଙ୍କୁ ଚିଠି ଲେଖିଲେ ଆପ ବିଧାୟକ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ପାଇଁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆମ ଆଦମୀ ପାର୍ଟିର ବିଧାୟକ କର୍ଣ୍ଣେଲ ଦେବେନ୍ଦ୍ର ସହରାୱତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ପ୍ରମୁଖ ଅରବିନ୍ଦ କ୍ରେଜିୱାଲଙ୍କୁ ଏକ ଚିଠି ଲେଖି ଦଳର ବରିଷ୍ଠ ନେତାଙ୍କ ଉପରେ ଆରୋପ ଲଗାଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି,“ପଞ୍ଜାବରେ ନେତାମାନେ ଟିକେଟ ଦେବା ନାଁରେ ଶୋଷଣ କରୁଛନ୍ତି। ଏହି ନେତା ମାନଙ୍କ ମଧ୍ୟରେ ଦୁର୍ଗେଶ ପାଠକ ଓ ସଞ୍ଜୟ ସିଂହ ସାମିଲ […]

devendra-sehraw

devendra-sehraw

Rakesh Mallick
  • Published: Monday, 05 September 2016
  • Updated: 05 September 2016, 04:37 PM IST

Sports

Latest News

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ପାଇଁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆମ ଆଦମୀ ପାର୍ଟିର ବିଧାୟକ କର୍ଣ୍ଣେଲ ଦେବେନ୍ଦ୍ର ସହରାୱତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ପ୍ରମୁଖ ଅରବିନ୍ଦ କ୍ରେଜିୱାଲଙ୍କୁ ଏକ ଚିଠି ଲେଖି ଦଳର ବରିଷ୍ଠ ନେତାଙ୍କ ଉପରେ ଆରୋପ ଲଗାଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି,“ପଞ୍ଜାବରେ ନେତାମାନେ ଟିକେଟ ଦେବା ନାଁରେ ଶୋଷଣ କରୁଛନ୍ତି। ଏହି ନେତା ମାନଙ୍କ ମଧ୍ୟରେ ଦୁର୍ଗେଶ ପାଠକ ଓ ସଞ୍ଜୟ ସିଂହ ସାମିଲ ଅଛନ୍ତି।”

କର୍ଣ୍ଣେଲ ଦିଲ୍ଲୀପ ପାଣ୍ଡେଙ୍କ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି। ସେ କହିଛନ୍ତି, ଝିଅମାନଙ୍କ ସହ ପାଣ୍ଡେଙ୍କର ଫଟୋ ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି। ଏହାଦ୍ୱାରା ଦଳର ଭାବମୂର୍ତ୍ତୀ ଓ ସ୍ଥିତି ଖରାପ ହେଉଛି। ଦଳର ଭାବମୂର୍ତ୍ତୀ ଉପରେ ଆଞ୍ଚ ଆଣୁଥିବା ନେତାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମୟ ଆସିଯାଇଛି ବୋଲି ସେ ଚିଠିରେ ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story