ଗୋ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ନ ଲଗାଯାଉ: ରାମଦାସ ଅଠାୱଲେ
ନୂଆଦିଲ୍ଲୀ: ଗୋ ହତ୍ୟା ଓ ଗୋ ମାଂସ ଉପରେ ଆଗରୁ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ଗୋ ମାଂସ ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନ ଲଗାଯାଉ ବୋଲି ରାମଦାସ ଅଠାୱଲେ କହିଛନ୍ତି।
ସେ କହିଛନ୍ତି, “ଗୋ ମାଂସ ବିକ୍ରି ଉପରେ ଉପରେ ପ୍ରତିବନ୍ଧକ ଲଗାଗଲେ ଆରପିଆଇ ପାର୍ଟି ତାକୁ ବିରୋଧ କରିବ। କୃଷକମାନେ ଏହା ଜାଣିବା ଦରକାର, ବଳଦ ବୁଢ଼ା ହୋଇଗଲେ, କୌଣସି କାମରେ ଲାଗି ପାରୁ ନ ଥିଲେ ତାହାର ମାଂସ ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ଉଚିତ୍ ନୁହେଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।