ଭାରତୀୟ ତଟରକ୍ଷା ବାହିନୀର ବିମାନ ନିଖୋଜ

ଚେନ୍ନାଇ: ସୋମବାର ରାତିରୁ ନିଖୋଜ ହୋଇଯାଇଛି ଭାରତୀୟ ତଟରକ୍ଷା ବାହିନୀର ଏକ ଡ୍ରୋନିୟର ଏୟାରକ୍ରାଫ୍ଟ। ମଙ୍ଗଳବାର ଖବର ଲେଖାଯିବା ସୁଦ୍ଧା ଏହାର ପତ୍ତା ମିଳିନାହିଁ। ବିମାନଟିକୁ ଖୋଜିବାକୁ ତଟରକ୍ଷା ବାହିନୀ ଓ ନୌସେନା ପକ୍ଷରୁ ମିଳିତ ଉଦ୍ୟମ ଜାରି ରହିଛି। ସୋମବାର ସଧ୍ୟା ୫ଟା ୩୦ ସିଜି -୭୯୧ ନାମକ ଏହି ଡ୍ରୋନିୟର ବିମାନଟି ୩ ଜଣ କ୍ରୁ ସଦସ୍ୟଙ୍କୁ ଧରି ନିୟମିତ ଉଡାଣରେ ବାହାରିଥିଲା। ତେବେ ରାତି ପ୍ରାୟ ୧୦ଟା ପରେ ଏହି ବିମାନ ସହିତ […]

coast-guard

coast-guard

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 11:33 AM IST

Sports

Latest News

ଚେନ୍ନାଇ: ସୋମବାର ରାତିରୁ ନିଖୋଜ ହୋଇଯାଇଛି ଭାରତୀୟ ତଟରକ୍ଷା ବାହିନୀର ଏକ ଡ୍ରୋନିୟର ଏୟାରକ୍ରାଫ୍ଟ। ମଙ୍ଗଳବାର ଖବର ଲେଖାଯିବା ସୁଦ୍ଧା ଏହାର ପତ୍ତା ମିଳିନାହିଁ। ବିମାନଟିକୁ ଖୋଜିବାକୁ ତଟରକ୍ଷା ବାହିନୀ ଓ ନୌସେନା ପକ୍ଷରୁ ମିଳିତ ଉଦ୍ୟମ ଜାରି ରହିଛି। ସୋମବାର ସଧ୍ୟା ୫ଟା ୩୦ ସିଜି -୭୯୧ ନାମକ ଏହି ଡ୍ରୋନିୟର ବିମାନଟି ୩ ଜଣ କ୍ରୁ ସଦସ୍ୟଙ୍କୁ ଧରି ନିୟମିତ ଉଡାଣରେ ବାହାରିଥିଲା। ତେବେ ରାତି ପ୍ରାୟ ୧୦ଟା ପରେ ଏହି ବିମାନ ସହିତ ରାଡାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଶେଷଥର ପାଇଁ ବିମାନଟି ତିରୁଚିରାପଲ୍ଲୀରେ ଉଡୁଥିବା ବେଳେ ସମ୍ପର୍କ ସ୍ଥାପନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos