ଭାରତୀୟ ତଟରକ୍ଷା ବାହିନୀର ବିମାନ ନିଖୋଜ

ଚେନ୍ନାଇ: ସୋମବାର ରାତିରୁ ନିଖୋଜ ହୋଇଯାଇଛି ଭାରତୀୟ ତଟରକ୍ଷା ବାହିନୀର ଏକ ଡ୍ରୋନିୟର ଏୟାରକ୍ରାଫ୍ଟ। ମଙ୍ଗଳବାର ଖବର ଲେଖାଯିବା ସୁଦ୍ଧା ଏହାର ପତ୍ତା ମିଳିନାହିଁ। ବିମାନଟିକୁ ଖୋଜିବାକୁ ତଟରକ୍ଷା ବାହିନୀ ଓ ନୌସେନା ପକ୍ଷରୁ ମିଳିତ ଉଦ୍ୟମ ଜାରି ରହିଛି। ସୋମବାର ସଧ୍ୟା ୫ଟା ୩୦ ସିଜି -୭୯୧ ନାମକ ଏହି ଡ୍ରୋନିୟର ବିମାନଟି ୩ ଜଣ କ୍ରୁ ସଦସ୍ୟଙ୍କୁ ଧରି ନିୟମିତ ଉଡାଣରେ ବାହାରିଥିଲା। ତେବେ ରାତି ପ୍ରାୟ ୧୦ଟା ପରେ ଏହି ବିମାନ ସହିତ […]

coast-guard

coast-guard

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 11:33 AM IST

Sports

Latest News

ଚେନ୍ନାଇ: ସୋମବାର ରାତିରୁ ନିଖୋଜ ହୋଇଯାଇଛି ଭାରତୀୟ ତଟରକ୍ଷା ବାହିନୀର ଏକ ଡ୍ରୋନିୟର ଏୟାରକ୍ରାଫ୍ଟ। ମଙ୍ଗଳବାର ଖବର ଲେଖାଯିବା ସୁଦ୍ଧା ଏହାର ପତ୍ତା ମିଳିନାହିଁ। ବିମାନଟିକୁ ଖୋଜିବାକୁ ତଟରକ୍ଷା ବାହିନୀ ଓ ନୌସେନା ପକ୍ଷରୁ ମିଳିତ ଉଦ୍ୟମ ଜାରି ରହିଛି। ସୋମବାର ସଧ୍ୟା ୫ଟା ୩୦ ସିଜି -୭୯୧ ନାମକ ଏହି ଡ୍ରୋନିୟର ବିମାନଟି ୩ ଜଣ କ୍ରୁ ସଦସ୍ୟଙ୍କୁ ଧରି ନିୟମିତ ଉଡାଣରେ ବାହାରିଥିଲା। ତେବେ ରାତି ପ୍ରାୟ ୧୦ଟା ପରେ ଏହି ବିମାନ ସହିତ ରାଡାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଶେଷଥର ପାଇଁ ବିମାନଟି ତିରୁଚିରାପଲ୍ଲୀରେ ଉଡୁଥିବା ବେଳେ ସମ୍ପର୍କ ସ୍ଥାପନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story