ବିଜେପିର ଶାସନ କାଳରେ ନିର୍ମାଣ ହେବ ରାମ ମନ୍ଦିର: ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ବିଜେପିର ଶାସନ କାଳରେ ରାମମନ୍ଦିର ନିର୍ମାଣ କରାଯିବ । ରବିବାର ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ। ସେ କହିଛନ୍ତି, ବିଜେପିର ଆଭିମୁଖ୍ୟ ଉପରେ କେହି ସନ୍ଦେହ କରିବା ଉଚିତ ନୁହେଁ । କେନ୍ଦ୍ରରେ  ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ମାତ୍ର ବର୍ଷେ ପୂରିଛି । ଆହୁରି ୪ବର୍ଷ ଶାସନ କାଳ ବାକି ଅଛି। ଏହି ସମୟ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବ। ଆଜି ନହେଲେ ବି କାଲି ବିଜେପି ନିର୍ମାଣ […]

Sakshi_Maharaj

Sakshi_Maharaj

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 11:46 AM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ଶାସନ କାଳରେ ରାମମନ୍ଦିର ନିର୍ମାଣ କରାଯିବ । ରବିବାର ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ। ସେ କହିଛନ୍ତି, ବିଜେପିର ଆଭିମୁଖ୍ୟ ଉପରେ କେହି ସନ୍ଦେହ କରିବା ଉଚିତ ନୁହେଁ । କେନ୍ଦ୍ରରେ  ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ମାତ୍ର ବର୍ଷେ ପୂରିଛି । ଆହୁରି ୪ବର୍ଷ ଶାସନ କାଳ ବାକି ଅଛି। ଏହି ସମୟ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବ। ଆଜି ନହେଲେ ବି କାଲି ବିଜେପି ନିର୍ମାଣ କରିବ ରାମମନ୍ଦିର।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବିଜେପି ଶାସନକାଳ ମଧ୍ୟରେ  ଅଯୋଧ୍ୟାରେ ରାମ ମନ୍ଦିର ହୋଇପାରିବ ନାହିଁ  ତାହାହେଲେ କ’ଣ କଂଗ୍ରେସ  ଶାସନ କାଳରେ  ନିର୍ମାଣ ହେବ ଏହି ମନ୍ଦିର। ନା ମୁଲାୟମ ଅବା ମାୟାବତୀ ନିର୍ମାଣ କରିବେ ରାମମନ୍ଦିର।

ଏହା ପୂର୍ବରୁ ବିଜେପିର ରାଜ୍ୟସଭା ସାଂସଦ ବିନୟ କଟିୟା ମଧ୍ୟ କହିଥିଲେ ଯେ ବିଜେପି ଚାହିଁଲେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇପାରିବ।

ସୂଚନାଯୋଗ୍ୟ, ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରିସାରିଛନ୍ତି ଯେ ଏବର ବିଜେପି ଶାସନ କାଳରେ ରାମ ମନ୍ଦିର ନିର୍ମାଣ ନେଇ ଆଇନ ଆଣିବା ସମ୍ଭବ ନୁହେଁ। କାରଣ ରାଜ୍ୟ ସଭାରେ ବିଜେପିର  ସଂଖ୍ୟା ଗରିଷ୍ଠତା ନାହିଁ। ତାଙ୍କର ଏହି ମନ୍ତବ୍ୟ ପରେ ମଧ୍ୟ ବିଜେପିର ନେତାମାନେ ରାମ ମନ୍ଦିର ନିର୍ମାଣ ନେଇ ଏହିଭଳି ବୟାନ ଦେଇଆସୁଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story