ବିଜୟ ମାଲ୍ୟା ପ୍ରସଙ୍ଗରେ ମୋଦି ଜବାବ ରଖନ୍ତୁ:କେଜ୍ରିୱାଲ୍

ନୂଆଦିଲ୍ଲୀ: ଜଣାଶୁଣା ମଦ ବ୍ୟବସାୟୀ ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ ନେଇ ଦେଶ ଛାଡ଼ି ପଳାଇଥିବା ଘଟଣାରେ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାଗେର୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏନେଇ ଜବାବ ରଖନ୍ତୁ ବୋଲି ସେ କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ସିବିଆଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରିଥାଏ। ଏମିତି ସ୍ଥିତିରେ ମାଲ୍ୟାଙ୍କୁ ଦେଶ ଛାଡ଼ି ଯିବାକୁ କେମିତି ଅନୁମତି ମିଳିଲା? ସର୍ବୋଚ୍ଚ ଅଧିକାରୀଙ୍କ ଅନୁମତି […]

arabida kajriwal

arabida kajriwal

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 10:36 AM IST

Sports

Latest News

ନୂଆଦିଲ୍ଲୀ: ଜଣାଶୁଣା ମଦ ବ୍ୟବସାୟୀ ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ ନେଇ ଦେଶ ଛାଡ଼ି ପଳାଇଥିବା ଘଟଣାରେ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାଗେର୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏନେଇ ଜବାବ ରଖନ୍ତୁ ବୋଲି ସେ କହିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି,“ସିବିଆଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରିଥାଏ। ଏମିତି ସ୍ଥିତିରେ ମାଲ୍ୟାଙ୍କୁ ଦେଶ ଛାଡ଼ି ଯିବାକୁ କେମିତି ଅନୁମତି ମିଳିଲା? ସର୍ବୋଚ୍ଚ ଅଧିକାରୀଙ୍କ ଅନୁମତି ବିନା ସିବିଆଇ ତାଙ୍କୁ କେମିତି ଦେଶ ବାହାରକୁ ଯିବାକୁ ଅନୁମତି ଦେଲା? ମାଲ୍ୟାଙ୍କୁ ଅତି ସହଜରେ ଦେଶ ଛାଡ଼ି ଯିବାକୁ ଦିଆଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଜବାବ ଦେବା ଉଚିତ୍।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story