ବିନା ଅନୁମତିରେ ସୋମନାଥ ମନ୍ଦିରକୁ ପଶି ପାରିବେନି ଅଣହିନ୍ଦୁ

ଅହମଦାବାଦ: ଗୁଜୁରାଟର ସୋମନାଥ ମନ୍ଦିରରେ ଆଉ ଅବାଧରେ ପ୍ରବେଶ କରିପାରିବେ ନାହିଁ ଅଣହିନ୍ଦୁ। ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ନେବାକୁ ପଡ଼ିବ ଅନୁମତି। ପୁଣି ଅନୁମତି ମିଳିବ କେବଳ ଦର୍ଶନ ପାଇଁ। ସୋମନାଥ ମନ୍ଦିର ଟ୍ରଷ୍ଟି ନେଇଛି ଏଭଳି ଏକ ବିବାଦୀୟ ନିଷ୍ପତ୍ତି। ଟ୍ରଷ୍ଟି ତା’ର ଏହି ନିଷ୍ପତ୍ତିକୁ ଏକ ବୋର୍ଡରେ ଲେଖି ମନ୍ଦିରର ମୁଖ୍ୟ ଦ୍ୱାର ନିକଟରେ ଲଗାଇ ଦେଇଛି। ଏଥିରେ ଲେଖାଯାଇଛି ଯେ ଅଣହିନ୍ଦୁମାନେ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ […]

SomnathTemple

SomnathTemple

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 03:41 PM IST

Sports

Latest News

ଅହମଦାବାଦ: ଗୁଜୁରାଟର ସୋମନାଥ ମନ୍ଦିରରେ ଆଉ ଅବାଧରେ ପ୍ରବେଶ କରିପାରିବେ ନାହିଁ ଅଣହିନ୍ଦୁ। ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ନେବାକୁ ପଡ଼ିବ ଅନୁମତି। ପୁଣି ଅନୁମତି ମିଳିବ କେବଳ ଦର୍ଶନ ପାଇଁ। ସୋମନାଥ ମନ୍ଦିର ଟ୍ରଷ୍ଟି ନେଇଛି ଏଭଳି ଏକ ବିବାଦୀୟ ନିଷ୍ପତ୍ତି।

ଟ୍ରଷ୍ଟି ତା’ର ଏହି ନିଷ୍ପତ୍ତିକୁ ଏକ ବୋର୍ଡରେ ଲେଖି ମନ୍ଦିରର ମୁଖ୍ୟ ଦ୍ୱାର ନିକଟରେ ଲଗାଇ ଦେଇଛି। ଏଥିରେ ଲେଖାଯାଇଛି ଯେ ଅଣହିନ୍ଦୁମାନେ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଟ୍ରଷ୍ଟିର ଜେନେରାଲ ମ୍ୟାନେଜରଙ୍କ ଠାରୁ ଅନୁମତି ନେବେ। ଏହା ସେମାନଙ୍କ ପାଇଁ ବାଧ୍ୟତାମୂଳକ। ଜେନେରାଲ ମ୍ୟାନେଜରଙ୍କ ଠାରୁ ଅନୁମତି ମିଳିଲା ପରେ ଯାଇ ଅଣହିନ୍ଦୁମାନେ ମନ୍ଦିର ଭିତରେ ପ୍ରବେଶ କରିପାରିବେ। ଆଉ ସେମାନେ କେବଳ ଠାକୁରଙ୍କ ଦର୍ଶନ କରିପାରିବେ।

ମନ୍ଦିରର ଏହି ନୂଆ ନିୟମ ସଂପର୍କରେ ଟ୍ରଷ୍ଟିର ଜେନେରାଲ ମ୍ୟାନେଜର କହିଛନ୍ତି ଯେ ଦେଶରେ ହିନ୍ଦୁମାନଙ୍କର ଅଧିକାଂଶ ବଡ଼ ମନ୍ଦିରରେ ଏଭଳି ନିୟମ ରହିଛି। ତେଣୁ ସୋମନାଥ ମନ୍ଦିରରେ ମଧ୍ୟ ଅଣହିନ୍ଦୁଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ସେ ଆହୁରି ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଯେ ସୋମନାଥ ମନ୍ଦିର ଉପରେ ସମସ୍ତଙ୍କ ଆସ୍ଥା ବଜାୟ ରଖିବା ପାଇଁ ଏହି ନିୟମ ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story