ଜିତିଲେ ଦିଦି, ନିଜକୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଘୋଷଣା କଲେ ବିଜେପି ପ୍ରାର୍ଥୀ

କୋଲକାତା: ଦିଦି ଜିତିଲେ। ହେଲେ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ କହିଲେ ‘ମୁଁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌’। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୮,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ଭବାନୀପୁର ଉପନିର୍ବାଚନ ବାଜି ମାରିନେଇଛନ୍ତି। ମମତା କହିଛନ୍ତି ଯେ, ନନ୍ଦିଗ୍ରାମର ଷଡ଼ଯନ୍ତ୍ରକାରୀଙ୍କୁ ଭବାନୀପୁର ଉଚିତ ଜବାବ ଦେଇଛି । ତେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ପରାଜୟ ସ୍ୱୀକାର କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ, ମମତା ୧ ଲକ୍ଷ ଭୋଟ୍ ମାର୍ଜିନରେ ଜିତିବେ ବୋଲି ଚ୍ୟାଲେଞ୍ଜ କରିଥିଲେ। […]

590

590

Tapas Behera
  • Published: Sunday, 03 October 2021
  • Updated: 03 October 2021, 04:20 PM IST

Sports

Latest News

କୋଲକାତା: ଦିଦି ଜିତିଲେ। ହେଲେ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ କହିଲେ ‘ମୁଁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌’। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୮,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ଭବାନୀପୁର ଉପନିର୍ବାଚନ ବାଜି ମାରିନେଇଛନ୍ତି। ମମତା କହିଛନ୍ତି ଯେ, ନନ୍ଦିଗ୍ରାମର ଷଡ଼ଯନ୍ତ୍ରକାରୀଙ୍କୁ ଭବାନୀପୁର ଉଚିତ ଜବାବ ଦେଇଛି । ତେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ପରାଜୟ ସ୍ୱୀକାର କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ, ମମତା ୧ ଲକ୍ଷ ଭୋଟ୍ ମାର୍ଜିନରେ ଜିତିବେ ବୋଲି ଚ୍ୟାଲେଞ୍ଜ କରିଥିଲେ। ଯେଉଁଥିରେ ସେ ସଫଳ ହୋଇନାହାନ୍ତି ବୋଲି କହିଛନ୍ତି।

ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ଦିଦିଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ  ବିଜେପି ନେତା ଶୁଭେନ୍ଦୁ ଅଧିକାରୀ।  ସେଠାରେ ମମତା ହାରିଥିଲେ।  ପରେ ମମତା ବାନାର୍ଜୀ ବଙ୍ଗଳାରେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ଭବାନୀପୁର ଉପନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ଗୁରୁବାର ଦିନ ଭବାନୀପୁର ଭୋଟ୍ ଗ୍ରହଣ ହୋଇଥିଲା।

ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନରେ ବିଜୟୀ ହେବା ତାଙ୍କ ପାଇଁ ଜରୁରୀ ହୋଇ ପଡିଥିଲା । ତେବେ ଟିଏମସି ଏବଂ ବିଜେପି ମଧ୍ୟରେ ତିକ୍ତତା ଭିତରେ ୫୭  ପ୍ରତିଶତ ଭୋଟ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story