ବିଜେପି କଳୁଷିତ ରାଜନୀତି କରୁଛି: ମାୟାବତୀ

ଲକ୍ଷ୍ନୌ: ବିଏସପି ସୁପ୍ରିମୋ ମାୟାବତୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ  କରିଛନ୍ତି। ସେ କହିଛନ୍ତି, ବିଜେପି ସାଂପ୍ରଦାୟିକ ସଦଭାବ ଉପରେ ବିଶ୍ୱାସ କରେ ନାହିଁ। ବିଏସପି ସମସ୍ତ ଜାତି ଓ ଧର୍ମର ଲୋକଙ୍କୁ ଟିକେଟ ଦେଇଛି। କିନ୍ତୁ ମୋଦି ଭେଦଭାବ କରିଛନ୍ତି।” ସେ ଆହୁରି କହିଛନ୍ତି,“ବିଜେପି ଏକ ନମ୍ବର ଜାତିବାଦୀ ଦଳ । ଯଦି ଜାତିବାଦୀ ଦଳ ହୋଇ ନଥାନ୍ତା ତାହାହେଲେ ହାଇଦ୍ରାବାଦ ଓ ଗୁଜରାଟରେ ହିଂସା ହୋଇ ନ ଥାଆନ୍ତା।” ମାୟାବତୀ କହିଛନ୍ତି,“ୟୁପିରେ ବିଜେପି […]

mayawati

mayawati

Rakesh Mallick
  • Published: Tuesday, 21 February 2017
  • Updated: 21 February 2017, 05:10 PM IST

Sports

Latest News

ଲକ୍ଷ୍ନୌ: ବିଏସପି ସୁପ୍ରିମୋ ମାୟାବତୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ  କରିଛନ୍ତି। ସେ କହିଛନ୍ତି, ବିଜେପି ସାଂପ୍ରଦାୟିକ ସଦଭାବ ଉପରେ ବିଶ୍ୱାସ କରେ ନାହିଁ। ବିଏସପି ସମସ୍ତ ଜାତି ଓ ଧର୍ମର ଲୋକଙ୍କୁ ଟିକେଟ ଦେଇଛି। କିନ୍ତୁ ମୋଦି ଭେଦଭାବ କରିଛନ୍ତି।”

ସେ ଆହୁରି କହିଛନ୍ତି,“ବିଜେପି ଏକ ନମ୍ବର ଜାତିବାଦୀ ଦଳ । ଯଦି ଜାତିବାଦୀ ଦଳ ହୋଇ ନଥାନ୍ତା ତାହାହେଲେ ହାଇଦ୍ରାବାଦ ଓ ଗୁଜରାଟରେ ହିଂସା ହୋଇ ନ ଥାଆନ୍ତା।”

ମାୟାବତୀ କହିଛନ୍ତି,“ୟୁପିରେ ବିଜେପି ଖରାପ ଅବସ୍ଥାରେ  ଅଛି। ସେଥିପାଇଁ  ବିଜେପି କଳୁଷିତ ରାଜନୀତି କରୁଛି। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story