ବିଜେପି ନେତାଙ୍କୁ ‘ଦୁଇ ପଇସାର ନେତା’ କହିଲେ ଟିଏମସି ସାଂସଦ

କୋଲକାତା: ଗୁରୁବାର ପଶ୍ଚିମବଙ୍ଗରେ ଆକ୍ରମଣର ଶିକାର ହୋଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା ଏବଂ ମହାସଚିବ କୌଳାଶ ବିଜୟ ଭର୍ଗିଆଙ୍କ କାରକେଡ୍। ଏହାକୁ ନେଇ ରାଜ୍ୟର ଶାସକ ଦଳ ଟିଏମସି ଏବେ ସମାଲୋଚନାର ଶିକାର ହୋଇଛି। ବିଜେପି ଏହାକୁ ପ୍ରାୟୋଜିତ ଭାବରେ କରି ନାଟକ କରୁଛି ବୋଲି ମମତା କହିଛନ୍ତି। ତେଣେ ରାଜ୍ୟପାଳ ମଧ୍ୟ ମମତାଙ୍କୁ ସମ୍ୱିଧାନର ପାଠ ପଢ଼ାଇଛନ୍ତି। ଏବେ ଦଳର ଭାବମୂର୍ତ୍ତିକୁ ସୁରକ୍ଷା ଦେବାକୁ ଯାଇ ବିଜେପି ନେତାଙ୍କୁ ‘ଦୁଇ ପଇସା’ର ନେତା କହିଛନ୍ତି […]

mohua-moitra

mohua-moitra

Subhransu Sekhar
  • Published: Friday, 11 December 2020
  • Updated: 11 December 2020, 07:30 PM IST

Sports

Latest News

କୋଲକାତା: ଗୁରୁବାର ପଶ୍ଚିମବଙ୍ଗରେ ଆକ୍ରମଣର ଶିକାର ହୋଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା ଏବଂ ମହାସଚିବ କୌଳାଶ ବିଜୟ ଭର୍ଗିଆଙ୍କ କାରକେଡ୍। ଏହାକୁ ନେଇ ରାଜ୍ୟର ଶାସକ ଦଳ ଟିଏମସି ଏବେ ସମାଲୋଚନାର ଶିକାର ହୋଇଛି। ବିଜେପି ଏହାକୁ ପ୍ରାୟୋଜିତ ଭାବରେ କରି ନାଟକ କରୁଛି ବୋଲି ମମତା କହିଛନ୍ତି। ତେଣେ ରାଜ୍ୟପାଳ ମଧ୍ୟ ମମତାଙ୍କୁ ସମ୍ୱିଧାନର ପାଠ ପଢ଼ାଇଛନ୍ତି।

ଏବେ ଦଳର ଭାବମୂର୍ତ୍ତିକୁ ସୁରକ୍ଷା ଦେବାକୁ ଯାଇ ବିଜେପି ନେତାଙ୍କୁ ‘ଦୁଇ ପଇସା’ର ନେତା କହିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର। ପଶ୍ଚିମବଙ୍ଗ ଆସିବା ବେଳେ ସୁରକ୍ଷାକର୍ମୀ ନେଇ ଆସିବା ପାଇଁ ଟ୍ୱିଟ୍ କରି କହିଛନ୍ତି ମହୁଆ।

https://twitter.com/MahuaMoitra/status/1337223959020892161?s=20

ରାଜ୍ୟ ଗସ୍ତରେ ଆସୁଥିବା ବିଜେପିର ପ୍ରତ୍ୟେକ ଦୁଇ ପଇସାର ନେତା ସିଆରପିଏଫ, ସିଆଇସିଏଫ୍ ଧରି ଆସୁଛନ୍ତି। ହେଲେ ଏହା ଲଜ୍ଜାଜନକ ଘଟଣା ଯେ ଏହି ସୁରକ୍ଷାକର୍ମୀ ବିଜେପି ନେତାଙ୍କୁ 'ଆକ୍ରମଣ'ରୁ ରକ୍ଷା କରିବାରେ ସକ୍ଷମ ହେଉ ନାହଁନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମହୁଆ ନିକଟରେ ମିଡିଆକୁ 'ଦୁଇ ପଇସା' ସହ ତୁଳନା କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ତାଙ୍କ ମନ୍ତବ୍ୟକୁ ବିରୋଧ କରି କୋଲକାତା ପ୍ରେସ କ୍ଲବ ମଧ୍ୟ କ୍ଷମା ମାଗିବାକୁ ଦାବି କରିଛି। ହେଲେ ସେ କ୍ଷମା ମାଗି ନାହାନ୍ତି। ନିଜ ମନ୍ତବ୍ୟରେ କାଏମ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story