ବିଜେପି ଅଫିସ୍‌ରେ ବୋମାମାଡ଼

ତିରୁଅନନ୍ତପୁରମ: ଗତକାଲି ବିଳମ୍ବିତ ରାତିରେ କେରଳର ତିରୁଅନନ୍ତପୁରମ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ କେହି ବୋମା ମାଡ଼ କରିଥିବା ନେଇ ଆଜି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ବୃତ୍ତମାନେ କେବଳ ଗୋଟିଏ ବୋମାମାଡ଼ କରିଥିଲେ।  ଏଥିରେ ଅଫିସ୍‌ର ମୁଖ୍ୟ ଦ୍ୱାରରେ ଲାଗିଥିବା ଗ୍ଲାସ୍ ପ୍ୟାନ୍‌ଗୁଡ଼ିକ ଭାଙ୍ଗି ଯାଇଛି ବୋଲି ତିରୁଅନନ୍ତପୁରମର ପୋଲିସ୍ କମିଶନର ଏସ୍‌. ସ୍ପର୍ଜନ କୁମାର କହିଛନ୍ତି। ବୋମାମାଡ଼ ବେଳେ ଅଫିସ୍‌ର ଉପର ମହଲାରେ ୪ ଜଣ ବିଜେପି କର୍ମୀ ଉପସ୍ଥିତ ଥିଲେ। ତେବେ କେହି […]

bomb

bomb

Rakesh Mallick
  • Published: Wednesday, 07 September 2016
  • Updated: 07 September 2016, 10:27 AM IST

Sports

Latest News

ତିରୁଅନନ୍ତପୁରମ: ଗତକାଲି ବିଳମ୍ବିତ ରାତିରେ କେରଳର ତିରୁଅନନ୍ତପୁରମ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ କେହି ବୋମା ମାଡ଼ କରିଥିବା ନେଇ ଆଜି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଦୁର୍ବୃତ୍ତମାନେ କେବଳ ଗୋଟିଏ ବୋମାମାଡ଼ କରିଥିଲେ।  ଏଥିରେ ଅଫିସ୍‌ର ମୁଖ୍ୟ ଦ୍ୱାରରେ ଲାଗିଥିବା ଗ୍ଲାସ୍ ପ୍ୟାନ୍‌ଗୁଡ଼ିକ ଭାଙ୍ଗି ଯାଇଛି ବୋଲି ତିରୁଅନନ୍ତପୁରମର ପୋଲିସ୍ କମିଶନର ଏସ୍‌. ସ୍ପର୍ଜନ କୁମାର କହିଛନ୍ତି।

ବୋମାମାଡ଼ ବେଳେ ଅଫିସ୍‌ର ଉପର ମହଲାରେ ୪ ଜଣ ବିଜେପି କର୍ମୀ ଉପସ୍ଥିତ ଥିଲେ। ତେବେ କେହି ଆହତ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story