ନେତୃତ୍ୱକୁ ନେଇ ବିବାଦ, ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିବେ ଶିବସେନା ଏବଂ ବିଜେପି ନେତା

ମୁମ୍ୱାଇ: ମହାରାଷ୍ଟ୍ର ମେଣ୍ଟ ସରକାରର ନେତୃତ୍ୱକୁ ନେଇ ଦୁଇ ସହଯୋଗୀ ଦଳ ବିଜେପି-ଶିବସେନା ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ନିର୍ବାଚନ ଫଳାଫଳ ଘୋଷଣାର ୪ ଦିନ ପରେ ମଧ୍ୟ ସରକାରରେ କିଏ ନେବ ନେତୃତ୍ୱ ସେ ନେଇ ବିବାଦ ଜାରି ରହିଛି। ଆଜି ଉଭୟ ଦଳ ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଶିବସେନାରୁ ଦିବାକର ରାଓତେ ଏବଂ ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ରାଜ୍ୟପାଳ ଭଗତ ସିଂହ କୋଶୟାରିଙ୍କୁ ଖୁବଶୀଘ୍ର ଭେଟିବେ ବୋଲି ସ୍ପଷ୍ଟ […]

shiv-sena-bjp

shiv-sena-bjp

Subhransu Sekhar
  • Published: Monday, 28 October 2019
  • Updated: 28 October 2019, 01:51 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ର ମେଣ୍ଟ ସରକାରର ନେତୃତ୍ୱକୁ ନେଇ ଦୁଇ ସହଯୋଗୀ ଦଳ ବିଜେପି-ଶିବସେନା ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ନିର୍ବାଚନ ଫଳାଫଳ ଘୋଷଣାର ୪ ଦିନ ପରେ ମଧ୍ୟ ସରକାରରେ କିଏ ନେବ ନେତୃତ୍ୱ ସେ ନେଇ ବିବାଦ ଜାରି ରହିଛି। ଆଜି ଉଭୟ ଦଳ ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଶିବସେନାରୁ ଦିବାକର ରାଓତେ ଏବଂ ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ରାଜ୍ୟପାଳ ଭଗତ ସିଂହ କୋଶୟାରିଙ୍କୁ ଖୁବଶୀଘ୍ର ଭେଟିବେ ବୋଲି ସ୍ପଷ୍ଟ ହୋଇଛି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରୁ ବିଜେପି ୧୦୫ଟି, ଶିବସେନା ୫୮, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ମିଶି୨୭ଟି ଆସନ ଜିତିଛନ୍ତି। ଗତକାଲି ଦୁଇ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଶିବସେନାକୁ ସମର୍ଥନ କରିଛନ୍ତି। ଏହାପରେ ଶିବସେନାର ବିଧାୟକ ସଂଖ୍ୟା ୬୦ରେ ପହଞ୍ଚିଛି। ସରକାର ଗଢ଼ିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଯାହାକି କୌଣସି ଦଳ ପାଖରେ ନାହିଁ। ବିଜେପିକୁ ସର୍ବାଧିକ ଭୋଟ ମହାରାଷ୍ଟ୍ରବାସୀ ଦେଇଥିବାରୁ ମେଣ୍ଟ ସରକାରରେ ସେ ହିଁ ନେତୃତ୍ୱ ନେବ ବୋଲି ଦାବି କରୁଛି।

ଅନ୍ୟପଟେ ନିର୍ବାଚନ ପୂର୍ବରୁ ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ନେଇ ହୋଇଥିବା ଡିଲ୍ ବାବଦରେ ଶିବସେନା ବିଜେପିକୁ ମନେ ପକାଇ ଦେଇଛି। ଅଢେଇ ଅଢେଇ ବର୍ଷ ଉଭୟ ଦଳର ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଶିବସେନା ଦାବି କରିଛି। ଏ ନେଇ ବିଜେପି ସଭାପତି କିମ୍ୱା ଦେବେନ୍ଦ୍ର ଫଡ଼ନାଭିସ ଏକ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଶିବସେନା କହିଛି। ଯାହାକୁ ନେଇ ବିଜେପି କୌଣସି ପ୍ରତିକ୍ରିୟା ରଖି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story