ଜେଲରେ ଥିବା ବିପ୍ଳବୀ କବି ବରବରା ରାଓଙ୍କ ଚିକିତ୍ସା ପାଇଁ ଅନୁମତି ଦେଲେ ହାଇକୋର୍ଟ

ମୁମ୍ବାଇ: ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ବରିଷ୍ଠ ସାମାଜିକ କର୍ମୀ ତଥା ବିପ୍ଳବୀ କବି ବରବରା ରାଓଙ୍କୁ ହସ୍ପିଟାଲରେ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବାକୁ ଆଜି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ସେହିପରି ୧୫ ଦିନର ଚିକିତ୍ସା ଖର୍ଚ୍ଚ ମହାରାଷ୍ଟ୍ର ସରକାର ଭରଣ କରିବେ। ହସ୍ପିଟାଲରେ ନିୟମ ଅନୁସାରେ ଶ୍ରୀ ରାଓଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ସେଠାକୁ ଯାଇ ତାଙ୍କୁ ଭେଟି […]

g

g

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 03:37 PM IST

Sports

Latest News

ମୁମ୍ବାଇ: ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ବରିଷ୍ଠ ସାମାଜିକ କର୍ମୀ ତଥା ବିପ୍ଳବୀ କବି ବରବରା ରାଓଙ୍କୁ ହସ୍ପିଟାଲରେ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବାକୁ ଆଜି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ।

ସେହିପରି ୧୫ ଦିନର ଚିକିତ୍ସା ଖର୍ଚ୍ଚ ମହାରାଷ୍ଟ୍ର ସରକାର ଭରଣ କରିବେ। ହସ୍ପିଟାଲରେ ନିୟମ ଅନୁସାରେ ଶ୍ରୀ ରାଓଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ସେଠାକୁ ଯାଇ ତାଙ୍କୁ ଭେଟି ପାରିବେ ବୋଲି କୋର୍ଟ କହିଛନ୍ତି।

ମାଓବାଦୀ ଲିଙ୍କ ଅଭିଯୋଗରେ ତାଙ୍କୁ ୨୦୧୮ରେ ଗିରଫ କରାଯାଇଥିଲା। ଗିରଫ ପରେ ମାମଲାର ବିଚାର ଚାଲିଛି। ତେବେ ତଲୋଜା ଜେଲରେ ରହିଥିବା ବେଳେ ଶ୍ରୀ ରାଓଙ୍କ ସ୍ନାୟୁ ଜନିତ ସମସ୍ୟା ଦେଖା ଯାଇଥିଲା। ସେ ସବୁ କିଛି ଭୁଲି ମଧ୍ୟ ଯାଇଥିଲେ। ଏହାର ଚିକିତ୍ସା ପାଇଁ ପରିବାର ଲୋକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ। ପରିବାର ଲୋକଙ୍କ ଆବେଦନ ପରେ ବମ୍ବେ ହାଇକୋର୍ଟ ଆଜି ୮୧ ବର୍ଷୀୟ ରାଓଙ୍କ ଚିକିତ୍ସା ପାଇଁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story