କରୋନାର ମୁକାବିଲା ପାଇଁ ପିଉଥିଲେ ମଦ, ଗଲା ୨୭ ଜୀବନ

ତେହରାନ୍‌: କରୋନା ଯେତିକି ବ୍ୟାପିବାରେ ଲାଗିଛି ଏହାର ପ୍ରତିଷେଧକ ବ୍ୟବସ୍ଥା ନେଇ ବେଶ କିଛି ଗୁଜବ ବର୍ତ୍ତମାନ ବ୍ୟାପିବାରେ ଲାଗିଛି। ଆଲକୋହଲ ପିଇଲେ କୁଆଡ଼େ କରୋନା ହେବନି ଭାବି ଇରାନ୍‌ର ୨୭ ଜଣ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସେମାନେ ପିଉଥିବା ମଦ ବିଷାକ୍ତ ହୋଇଯାଇଥିବାରୁ ଏଭଳି ଘଟିଛି। ସୂଚନାଯୋଗ୍ୟ ଯେ, ଏହି ଭୂତାଣୁର କେନ୍ଦ୍ରସ୍ଥଳ ଚାଇନା ପରେ ଇରାନରେ ହିଁ ସବୁଠାରୁ ଅଧିକ ଜୀବନ ଯାଇଛି। ଏଠାରେ କରୋନା ଭୟଙ୍କର ରୂପ ଧାରଣ କରିଛି। […]

Boot-Leg

Boot-Leg

Subrat Kumar Nayak
  • Published: Tuesday, 10 March 2020
  • Updated: 10 March 2020, 02:34 PM IST

Sports

Latest News

ତେହରାନ୍‌: କରୋନା ଯେତିକି ବ୍ୟାପିବାରେ ଲାଗିଛି ଏହାର ପ୍ରତିଷେଧକ ବ୍ୟବସ୍ଥା ନେଇ ବେଶ କିଛି ଗୁଜବ ବର୍ତ୍ତମାନ ବ୍ୟାପିବାରେ ଲାଗିଛି। ଆଲକୋହଲ ପିଇଲେ କୁଆଡ଼େ କରୋନା ହେବନି ଭାବି ଇରାନ୍‌ର ୨୭ ଜଣ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସେମାନେ ପିଉଥିବା ମଦ ବିଷାକ୍ତ ହୋଇଯାଇଥିବାରୁ ଏଭଳି ଘଟିଛି।

ସୂଚନାଯୋଗ୍ୟ ଯେ, ଏହି ଭୂତାଣୁର କେନ୍ଦ୍ରସ୍ଥଳ ଚାଇନା ପରେ ଇରାନରେ ହିଁ ସବୁଠାରୁ ଅଧିକ ଜୀବନ ଯାଇଛି। ଏଠାରେ କରୋନା ଭୟଙ୍କର ରୂପ ଧାରଣ କରିଛି।

ମୃତକଙ୍କ ମଧ୍ୟରୁ ଖୁଜେସ୍ତାନ ପ୍ରଦେଶରେ ୨୦ ଜଣ ଏବଂ ଆଲବୋର୍ଜଠାରେ ୭ ଜଣଙ୍କର ଜୀବନ ଯାଇଛି। ସେମାନେ ବୁଟ୍‌ଲେଗ୍‌ ମଦ ପିଥିବା କୁହାଯାଉଛି। ଇରାନରେ ଧାର୍ମିକ ସଂଖ୍ୟାଲଘୁ ଅଣମୁସଲିମଙ୍କୁ ଛାଡ଼ିଦେଲେ ସମସ୍ତଙ୍କ ପାଇଁ ମଦ ମନା। କିନ୍ତୁ ଏହି ବୁଟ୍‌ଲେଗ୍‌ ମଦ ବିଷାକ୍ତ ହେବା ସମ୍ପର୍କିତ ଖବର ଲଗାତାର ସ୍ଥାନୀୟ ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story