ତେହରାନ୍: କରୋନା ଯେତିକି ବ୍ୟାପିବାରେ ଲାଗିଛି ଏହାର ପ୍ରତିଷେଧକ ବ୍ୟବସ୍ଥା ନେଇ ବେଶ କିଛି ଗୁଜବ ବର୍ତ୍ତମାନ ବ୍ୟାପିବାରେ ଲାଗିଛି। ଆଲକୋହଲ ପିଇଲେ କୁଆଡ଼େ କରୋନା ହେବନି ଭାବି ଇରାନ୍ର ୨୭ ଜଣ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସେମାନେ ପିଉଥିବା ମଦ ବିଷାକ୍ତ ହୋଇଯାଇଥିବାରୁ ଏଭଳି ଘଟିଛି।
ସୂଚନାଯୋଗ୍ୟ ଯେ, ଏହି ଭୂତାଣୁର କେନ୍ଦ୍ରସ୍ଥଳ ଚାଇନା ପରେ ଇରାନରେ ହିଁ ସବୁଠାରୁ ଅଧିକ ଜୀବନ ଯାଇଛି। ଏଠାରେ କରୋନା ଭୟଙ୍କର ରୂପ ଧାରଣ କରିଛି।
ମୃତକଙ୍କ ମଧ୍ୟରୁ ଖୁଜେସ୍ତାନ ପ୍ରଦେଶରେ ୨୦ ଜଣ ଏବଂ ଆଲବୋର୍ଜଠାରେ ୭ ଜଣଙ୍କର ଜୀବନ ଯାଇଛି। ସେମାନେ ବୁଟ୍ଲେଗ୍ ମଦ ପିଥିବା କୁହାଯାଉଛି। ଇରାନରେ ଧାର୍ମିକ ସଂଖ୍ୟାଲଘୁ ଅଣମୁସଲିମଙ୍କୁ ଛାଡ଼ିଦେଲେ ସମସ୍ତଙ୍କ ପାଇଁ ମଦ ମନା। କିନ୍ତୁ ଏହି ବୁଟ୍ଲେଗ୍ ମଦ ବିଷାକ୍ତ ହେବା ସମ୍ପର୍କିତ ଖବର ଲଗାତାର ସ୍ଥାନୀୟ ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ପ୍ରବଳ ଥଣ୍ଡା, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ଛୁଟି
ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
National
ଆଶ୍ଚର୍ଯ୍ୟ! ଡାକ୍ତର ଘୋଷଣା କରିଥିଲେ ମୃତ, କିନ୍ତୁ ଜୀବନ ଫେରାଇ ଦେଲା ହମ୍ପସ
ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବୃଦ୍ଧ ଘଟଣାକ୍ରମରେ ଜୀବିତ ଅବସ୍ଥାରେ ହସ୍ପିଟାଲରୁ ବାହାରିଛନ୍ତି।
National
ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ, କିନ୍ତୁ...
ଯେଉଁ ଅନାଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।