ବୋଷ୍ଟନ୍ ମାରାଥନ ବିସ୍ଫୋରଣ: ଦୋଷୀକୁ ମୃତ୍ୟୁଦଣ୍ଡ

ବୋଷ୍ଟନ୍: ୨୦୧୩ ବୋଷ୍ଟନ୍ ମାରାଥନ୍ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ଜୋଖାର୍ ଜାରନେବଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଏହି ବିସ୍ଫୋରଣରେ ତିନି ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬୪ ଜଣ ଆହତ ହୋଇଥିଲେ। ଆମେରିକାର ଏକ ଅଦାଲତ ଶୁକ୍ରବାର ୧୫ ଘଣ୍ଟା ଧରି ଯୁକ୍ତିତର୍କ ଶୁଣିବା ପରେ ୨୧ ବର୍ଷୀୟ ଜାରନେବଙ୍କୁ ବିଷାକ୍ତ ଇଞ୍ଜେକସନ୍ ଦେଇ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୧୫ ଅପ୍ରିଲ ୨୦୧୩ରେ ବୋଷ୍ଟନ୍ ମାରାଥନ୍ ଦୌଡ ସମୟରେ ସେଠାରେ ଦୁଇଟି ପ୍ରେସର୍ କୁକୁରରେ ବୋମା […]

jokhar

jokhar

Rakesh Mallick
  • Published: Saturday, 16 May 2015
  • Updated: 04 May 2017, 03:45 PM IST

Sports

Latest News

ବୋଷ୍ଟନ୍: ୨୦୧୩ ବୋଷ୍ଟନ୍ ମାରାଥନ୍ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ଜୋଖାର୍ ଜାରନେବଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଏହି ବିସ୍ଫୋରଣରେ ତିନି ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬୪ ଜଣ ଆହତ ହୋଇଥିଲେ। ଆମେରିକାର ଏକ ଅଦାଲତ ଶୁକ୍ରବାର ୧୫ ଘଣ୍ଟା ଧରି ଯୁକ୍ତିତର୍କ ଶୁଣିବା ପରେ ୨୧ ବର୍ଷୀୟ ଜାରନେବଙ୍କୁ ବିଷାକ୍ତ ଇଞ୍ଜେକସନ୍ ଦେଇ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୧୫ ଅପ୍ରିଲ ୨୦୧୩ରେ ବୋଷ୍ଟନ୍ ମାରାଥନ୍ ଦୌଡ ସମୟରେ ସେଠାରେ ଦୁଇଟି ପ୍ରେସର୍ କୁକୁରରେ ବୋମା ରଖିଥିବାରୁ  ଜାରନେବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।  ଜାରନେବଙ୍କ ଉପରେ  ଲାଗିଥିବା ୧୭ଟି ଅପରାଧ ମାମଲାରେ ଛଅଟି ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଛି। ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ଆଠ ବର୍ଷୀୟ ରିଚାର୍ଡ ଓ ୨୩ ବର୍ଷୀୟ ଚୀନ ଛାତ୍ର ଲିଙ୍ଗଜୁ ଲୁଙ୍କ ହତ୍ୟାରେ ସେ ସାମିଲ ଥିଲା।  ଜାରନେବଙ୍କୁ ମୃତ୍ୟୁର ସଜା ଶୁଣାଯିବା ସମୟରେ ସେ କଳା ରଙ୍ଗର କୋର୍ଟ ଓ ହାଲକା ରଙ୍ଗର ଶର୍ଟ ପିନ୍ଧି ଅଦାଲତରେ ଚୁପଚାପ୍ ହୋଇ ଠିଆ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story