ଡିସେମ୍ୱର ୧୨ରେ ବ୍ରିଟେନରେ ସାଧାରଣ ନିର୍ବାଚନ

ଲଣ୍ଡନ: ଚଳିତ ବର୍ଷ ଶେଷ ମାସରେ ହେବ ବ୍ରିଟେନରେ ସାଧାରଣ ନିର୍ବାଚନ। ଡିସେମ୍ୱର ୧୨ରେ ଭୋଟ୍ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ୧୯୨୩ ପରେ ପ୍ରଥମ ଥର ପାଇଁ ବ୍ରିଟେନରେ ଡିସେମ୍ୱର ମାସରେ ସାଧାରଣ ନିର୍ବାଚନ ହେଉଛି ବୋଲି ଜଣାପଡ଼ିଛି। ଏ ନେଇ ବ୍ରିଟେନର ନିମ୍ନ ସଦନ ‘ହାଉସ୍ ଅଫ୍ କମନ୍ସ’ରେ ଭୋଟିଂ ହୋଇଥିଲା। ନିର୍ବାଚନ ସପକ୍ଷରେ ୪୩୮ ଜଣ ଭୋଟ୍ ଦେଇଥିବା ବେଳେ ଭୋଟ୍ ବିପକ୍ଷରେ ୨୦ ଜଣ ସାଂସଦ ଭୋଟ୍ ଦେଇଥିଲେ। ଏହି […]

BREXIT

BREXIT

Subhransu Sekhar
  • Published: Wednesday, 30 October 2019
  • Updated: 30 October 2019, 03:49 PM IST

Sports

Latest News

ଲଣ୍ଡନ: ଚଳିତ ବର୍ଷ ଶେଷ ମାସରେ ହେବ ବ୍ରିଟେନରେ ସାଧାରଣ ନିର୍ବାଚନ। ଡିସେମ୍ୱର ୧୨ରେ ଭୋଟ୍ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ୧୯୨୩ ପରେ ପ୍ରଥମ ଥର ପାଇଁ ବ୍ରିଟେନରେ ଡିସେମ୍ୱର ମାସରେ ସାଧାରଣ ନିର୍ବାଚନ ହେଉଛି ବୋଲି ଜଣାପଡ଼ିଛି। ଏ ନେଇ ବ୍ରିଟେନର ନିମ୍ନ ସଦନ ‘ହାଉସ୍ ଅଫ୍ କମନ୍ସ’ରେ ଭୋଟିଂ ହୋଇଥିଲା। ନିର୍ବାଚନ ସପକ୍ଷରେ ୪୩୮ ଜଣ ଭୋଟ୍ ଦେଇଥିବା ବେଳେ ଭୋଟ୍ ବିପକ୍ଷରେ ୨୦ ଜଣ ସାଂସଦ ଭୋଟ୍ ଦେଇଥିଲେ।

ଏହି ନିର୍ବାଚନରେ ବ୍ରେକଜିଟ ରହିବ ମୂଳ ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି, ବ୍ରେକଜିଟକୁ ନେଇ ଏଥର ଦେଶବାସୀ ଭୋଟ ଦେବେ। ବ୍ରେକ୍‌ଜିଟ୍‌କୁ ନେଇ ଏବେ ସଂସଦରେ ସମସ୍ୟା ରହିଛି। ଆଗାମୀ ଦିନରେ ବ୍ରିଟେନବାସୀ ଭୋଟ୍ ଦେଇ ସମସ୍ୟାର ସମାଧାନ କରିବେ ବୋଲି ସେ କହିଛନ୍ତି। ବ୍ରେକଜିଟରୁ ବ୍ରିଟେନ ବାହାରିବା ପାଇଁ ଶେଷ ତାରିଖ ଜାନୁଆରୀ ୩୧ ରହିଛି।

ଏହାପୂର୍ବରୁ ଅକ୍ଟୋବର ୩୧ ସୁଦ୍ଧା ବ୍ରେକ୍‌ଜିଟ୍‌ରେ ବ୍ରିଟେନ ରହିବ ବୋଲି ଜନସନ କହିଥିଲେ। ସମୟସୀମା ବୃଦ୍ଧିକୁ ବିରୋଧ କରିଥିଲେ। ହେଲେ ସଂସଦରେ ଏହି ପ୍ରସଙ୍ଗରେ ବହୁମତ ହାସଲ କରିବାରେ ବିଫଳ ହୋଇଥିଲେ ଜନସନ ସରକାର।

ସୂଚନାଯୋଗ୍ୟ, ବ୍ରେକଜିଟକୁ ନେଇ ବ୍ରିଟେନର ରାଜନୀତିକ ଅସ୍ଥିରତା ଜାରି ରହିଛି। ୟୁରୋପରୁ ବ୍ରେକଜିଟ ଅଲଗା ହେବ ବୋଲି କହି ଥେରେସା ମେ ସରକାରକୁ ଆସିଥିଲେ। ଏହାପରେ ଥେରେସା ମଧ୍ୟ ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ବ୍ରେକଜିଟରୁ ବାହାରି ପାରିନଥିଲେ। ଏହାପରେ ସେ ଇସ୍ତଫା ଦେଇଥିଲେ, ଜନସନ ହୋଇଥିଲେ ପ୍ରଧାନମନ୍ତ୍ରୀ। ଏବେ ସେ କରିଥିବା ଡିଲ୍ ମଧ୍ୟ ‘ହାଉସ୍ ଅଫ୍ କମନ୍ସ’ରେ ପାରିତ ନହେବାରୁ ପୁଣି ଥରେ ସାଧାରଣ ନିର୍ବାଚନ ପାଇଁ ଜନସନ ଆହ୍ୱାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story