ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍ ଉଦ୍ୟୋଗ ବିଏସ୍ଏନ୍ଏଲ୍ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସ୍କିମ୍ (ଭିଆରଏସ୍) ନେବାକୁ ଥିବା କର୍ମଚାରୀଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କରିବାର ଅଛି। ବିଏସ୍ଏନ୍ଏଲ୍ ଭିଆରଏସ୍ ସ୍କିମ୍ ଅନୁଯାୟୀ ୫୦ ବର୍ଷ ବା ତଦୁର୍ଦ୍ଧ ବୟସର କର୍ମଚାରୀ ଭିଆରଏସ୍ ବାଛିପାରିବେ। ସେମାନଙ୍କୁ ବାକି ସମୟ ପାଇଁ ମୋଟା ଅଙ୍କର ଟଙ୍କା ମିଳିବ। ସର୍ବାଧିକ ୯୦ ଲକ୍ଷ ଯାଏ ଟଙ୍କା ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
ମୋଟ ୧.୬ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୧ ଲକ୍ଷ କର୍ମଚାରୀ ବା ୬୩% କର୍ମଚାରୀ ଭିଆରଏସ୍ ପାଇଁ ଯୋଗ୍ୟ ଅଛନ୍ତି। କିଛି ସୂତ୍ରରୁ ଜଣାପଡ଼ିଛି ୮୦ ହଜାରରୁ ଊର୍ଦ୍ଧ୍ୱ ୫୦ ବର୍ଷ ବା ତାଠାରୁ ଅଧିକ ବୟସର ବ୍ୟକ୍ତି ଏଥିପାଇଁ ଆବେଦନ କରିସାରିଛନ୍ତି। ଆବେଦନ ଡିସେମ୍ବର ୩ ଯାଏ ଜାରି ରହିବାର ଥିବାରୁ ଅଧିକ କର୍ମଚାରୀ ଆବେଦନ କରିବାର ଅଛି।
ବିଏସ୍ଏନ୍ଏଲ୍ର ଅବସର ସୀମା ୬୦ ବର୍ଷ ଥିବାରୁ ଏହି ସ୍କିମ୍ ଅନୁଯାୟୀ ୫୫ ବର୍ଷ ବୟସର କର୍ମଚାରୀ ଅବସର ନେଲେ ବାକି ୬୦ ମାସ ପାଇଁ ମୋଟା ଅଙ୍କର ଅର୍ଥ ପାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
DMK ଶାସନର ଅନ୍ତ ନ ହେବା ଯାଏ ଚପଲ ପିନ୍ଧିବେନି ଆନ୍ନାମଲାଇ: କହିଲେ- ୬ଥର ଜାବୁକ ମାରିହେବି
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରୁ ଡିଏମକେ ସରକାର ବିପର୍ଯ୍ୟସ୍ତ କରି ଦେଇଥିବା ଅଭିଯୋଗ କରି ଆନ୍ନାମଲାଇ ବଡ଼ ଘୋଷଣା କରିଛନ୍ତି।
National
ବାଜପେୟୀଙ୍କ ସ୍ମୃତିପୀଠରେ ‘ରଘୁପତି ରାଘବ’କୁ ନେଇ ବିବାଦ: ସରି କହିଲେ ସିଙ୍ଗର୍
କାର୍ଯ୍ୟକ୍ରମ ବେଳେ ଗାୟିକା ଦେବୀ ଷ୍ଟେଜ ଉପରେ ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ରଘୁପତି ରାଘବ ରାଜା ରାମ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏହାକୁ ସେଠାରେ ଉପସ୍ଥିତ କିଛି ଲୋକ ବିରୋଧ କରିଥିଲେ।
National
କିନ୍ନରଙ୍କୁ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନେଲା ପୁଅ, ଜୀବନ ହାରିଦେଲେ ବାପା-ମା’
ଘରର ଏକମାତ୍ର ପୁଅର ଏପରି କିନ୍ନର ପ୍ରେମକୁ ବାପା ମା’ ବିରୋଧ କରିଥିଲେ। ସେମାନେ ପୁଅକୁ ବୁଝାସୁଝା ମଧ୍ୟ କରିଥିଲେ।
National
ସେଲେବ୍ରିଟିମାନେ ଫ୍ୟାନ୍ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ
ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି।
National
ଅଳ୍ପକେ ବର୍ତ୍ତିଲେ ଶିଶୁ, ହେଲିକପ୍ଚର ରାଇଡ୍ ଚାଲିଥିବା ସମୟରେ ଖୋଲିଗଲା ଡୋର୍
ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍।