ୟୁପିରେ ଗର୍ଜିଲା ବନ୍ଧୁକ, ବିଏସ୍‌ପି ନେତା ଓ ତାଙ୍କ ଭଣଜାଙ୍କୁ ହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୋରରେ ଆଜି ସର୍ବସମ୍ମୁଖରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଏସ୍‌ପି ନେତା ହାଜି ଏହସାନ ଓ ତାଙ୍କ ଭଣଜା ଶଦାବଙ୍କ ମୃତ୍ୟୁ ହୋଇଯାଇଛି। ଏହି ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ନିଜବାବଡ ସହରରେ ଥିବା ହାଜିଙ୍କ ଅଫିସ ନିକଟରେ ହିଁ ଏହି ଗୁଳିକାଣ୍ଡ ଘଟିଛି। ହାଜି ତାଙ୍କ ଭଣଜାଙ୍କ ସହ ଅପରାହ୍ଣ ପ୍ରାୟ ୩ଟା ବେଳେ ଅଫିସରେ ବସି ଆଲୋଚନା କରୁଥିଲେ। ଏତିକି ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି […]

pp

pp

Hemant Lenka
  • Published: Tuesday, 28 May 2019
  • Updated: 28 May 2019, 06:31 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୋରରେ ଆଜି ସର୍ବସମ୍ମୁଖରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଏସ୍‌ପି ନେତା ହାଜି ଏହସାନ ଓ ତାଙ୍କ ଭଣଜା ଶଦାବଙ୍କ ମୃତ୍ୟୁ ହୋଇଯାଇଛି। ଏହି ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ନିଜବାବଡ ସହରରେ ଥିବା ହାଜିଙ୍କ ଅଫିସ ନିକଟରେ ହିଁ ଏହି ଗୁଳିକାଣ୍ଡ ଘଟିଛି।

ହାଜି ତାଙ୍କ ଭଣଜାଙ୍କ ସହ ଅପରାହ୍ଣ ପ୍ରାୟ ୩ଟା ବେଳେ ଅଫିସରେ ବସି ଆଲୋଚନା କରୁଥିଲେ। ଏତିକି ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ହଠାତ ଗୁଳିମାଡ଼ କରିଥିଲେ। ତେବେ ଏହା ରାଜନୀତିକ ଶତ୍ରୁତା ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନାହିଁ। ପୁଲିସ୍‌ ଏହି ହତ୍ୟାକାଣ୍ଡ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story