ବଜେଟ୍ ସଂପର୍କରେ ଅଧିକରୁ ଅଧିକ ଲୋକଙ୍କୁ ଅବଗତ କରାଇବାକୁ ଦଳୀୟ ସାଂସଦଙ୍କୁ ଅମିତ ଶାହଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଯେଉଁ ବଜେଟ୍ ଘୋଷଣା କରିଛନ୍ତି ତା’ର ପ୍ରମୁଖ କଥାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେପି ସାଂସଦମାନଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସଂସଦ ପରିସରରେ ବସିଥିବା ବିଜେପି ସଂସଦ ଦଳୀୟ ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି,“ବଜେଟ୍‌ର ମୁଖ୍ୟାଂଶଗୁଡ଼ିକ ଅଧିକରୁ ଅଧିକ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ଦରକାର। ଆଉ ଏହା ଦଳର ନେତା ଓ ସାଂସଦମାନଙ୍କ […]

amitshah

amitshah

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 08:14 AM IST

Sports

Latest News

amitshahନୂଆଦିଲ୍ଲୀ: ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଯେଉଁ ବଜେଟ୍ ଘୋଷଣା କରିଛନ୍ତି ତା’ର ପ୍ରମୁଖ କଥାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେପି ସାଂସଦମାନଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସଂସଦ ପରିସରରେ ବସିଥିବା ବିଜେପି ସଂସଦ ଦଳୀୟ ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି,“ବଜେଟ୍‌ର ମୁଖ୍ୟାଂଶଗୁଡ଼ିକ ଅଧିକରୁ ଅଧିକ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ଦରକାର। ଆଉ ଏହା ଦଳର ନେତା ଓ ସାଂସଦମାନଙ୍କ ଦାୟିତ୍ୱ। ବଜେଟ୍‌ର ପ୍ରମୁଖ ବିଷୟବସ୍ତୁଗୁଡ଼ିକ ସଂପର୍କରେ ଲୋକଙ୍କୁ ଅବଗତ କରାଇ ପାରିଲେ ବିଶେଷ ଭାବେ ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ଦଳକୁ ଫାଇଦା ମିଳିବ।”

ଏହି ବୈଠକରେ ଅମିତ ଶାହଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦୁଇ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଓ ଭେଙ୍କୟା ନାଇଡୁ ଉପସ୍ଥିତ ଥିଲେ। ଦଳର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ଲାଲକୃଷ୍ଣ ଆଡ଼ଭାନୀଙ୍କ ସମେତ ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ।

ଏଥିରେ ଇସରତ୍ ଜହାଁ ମାମଲା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଭେଙ୍କେୟା ନାଇଡୁ କହିଛନ୍ତି,“ଇସରତ୍ ଜହାଁ ମାମଲା ସଂପର୍କରେ ଲୋକସଭାରେ ଆଲୋଚନା କରିବାକୁ ଦଳର କେତେ ଜଣ ସଦସ୍ୟ ନୋଟିସ୍ ଦେଇଛନ୍ତି। ଯଦି ବାଚସ୍ପତିଙ୍କ ଅନୁମତି ମିଳିବ, ତା’ହେଲେ ଏ ପ୍ରସଙ୍ଗରେ ଆଲୋଚନା ହେବ।”

ସୂଚନାଯୋଗ୍ୟ, ଇସରତ ଜହାଁ ମାମଲାରେ ତତ୍‌କାଳୀନ ଗୃହମନ୍ତ୍ରୀ ପି.ଚିଦାମ୍ବରମ୍ ସତ୍ୟପାଠ ବଦଳାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story